ଆଜିର ଗୁରୁତ୍ୱପୂର୍ଣ୍ଣ ଖବର // Top Headlines….
╔═════════ ∘◦ ✾ ◦∘═════════╗
. 🗞️ ସଂକ୍ଷେପରେ ଓଡ଼ିଶା ର ଖବର 📰
🗓️ ତାରିଖ: ୦୪ – ମାର୍ଚ୍ଚ – ୨୦୨୩ (ଶନିବାର)
╚═════════ ∘◦ ❈ ◦∘ ═════════╝
📄➡️: କବାଡ଼ିଆ ଗୋଦାମ୍ରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୮ଲକ୍ଷ ଟଙ୍କାର ସାମଗ୍ରୀ l
📄➡️: ଇସ୍ତଫା ଦେଲେ ମେଘାଳୟର ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ l
📄➡️: କର୍ଣ୍ଣାଟକରେ ଅମିତ୍ ଶାହାଙ୍କ ରଣହୁଙ୍କାର, ଉତ୍ତର-ପୂର୍ବ ରାଜ୍ୟରେ କଂଗ୍ରେସର ପରାଜୟକୁ ନେଇ କହିଲେ ଏଭଳି କଥା l
📄➡️: ପୁରୀ ସ୍ୱର୍ଗଦ୍ୱାରରେ ସରିଲା ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ; ମୁଖାଗ୍ନି ଦେଲେ ବଡ଼ ପୁଅ ଶ୍ରୀୟଂଶ l
📄➡️: Amzon Pay ଉପରେ ୩.୦୬ କୋଟି ଟଙ୍କାର ଜରିମାନା: ନିୟମ ଉଲ୍ଲଘଂନ ନେଇ RBIର କାର୍ଯ୍ୟାନୁଷ୍ଠାନ l
📄➡️: ମୟୁରଭଞ୍ଜରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ l
📄➡️: କର୍ଣ୍ଣାଟକରେ ତିଆରି ହେବ ଆଇଫୋନ; ୭୦୦ ମିଲିୟନ ଡଲାରର ହେବ ପୁଞ୍ଜିନିବେଶ, ଏକ ଲକ୍ଷ ଲୋକଙ୍କୁ ମିିଳିବ ନିଯୁକ୍ତି l
📄➡️: ମର୍ମନ୍ତୁଦ ଦୁର୍ଘଟଣା : ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୭ ମୃତ l
📄➡️: ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା, ପ୍ରୀତିମାନଙ୍କ ହେବ ଲାଇଡିଟେକ୍ସନ ଟେଷ୍ଟ l
📄➡️: ୨୦୨୨ ନୋବେଲ ଶାନ୍ତି ପୁରସ୍କାର ବିଜେତା ଏଲେସ୍ ବାଲିୟାତ୍ସ୍କିଙ୍କୁ ବେଲାରୁଷ୍ର ଏକ ଅଦାଲତ ୧୦ ବର୍ଷର ଜେଲଦଣ୍ଡ ଦେଇଛନ୍ତି l ଶାନ୍ତି ଶୃଙ୍ଖଳା ଭଙ୍ଗକାରୀଙ୍କୁ ସେ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଏଭଳି ଦଣ୍ଡାଦେଶ କୋର୍ଟ ଶୁଣାଇଛନ୍ତି l
📄➡️: ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କଲା ଯାଜପୁର ପୋଲିସ୍ l
📄➡️: କ୍ରାଇମବ୍ରାଞ୍ଚକୁ କୋର୍ଟଙ୍କ ଝଟକା। ଗୋପାଳକୁ ନିମହାନ୍ସ ନେବା ପାଇଁ କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ l
📄➡️: ୫୮ ବର୍ଷ ପରେ ୟୁପି ବିଧାନସଭାରେ ବସିଲା କୋର୍ଟ; ଦଣ୍ଡିତ ହେଲେ ୬ ପୁଲିସ କର୍ମଚାରୀ l
📄➡️: ନାସନାଲ ଇଲିଜିବିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍ (NEET UG) ୨୦୨୩ ପରୀକ୍ଷା ମେ ୭ ରେ ହେବ। ଏଥିପାଇଁ ରେଜଷ୍ଟେ୍ରସନ ପ୍ରକ୍ରିୟା ଜାନୁଆରୀରୁ ଫେବୃଆରୀ ମଧ୍ୟରେ ହେବ l
📄➡️: ୨୦୩୫ ସୁଦ୍ଧା ୪୦୦ କୋଟି ଲୋକଙ୍କ ପାଖରେ ରହିବ ମୋଟାପଣର ସମସ୍ୟା, ସତର୍କ କରାଇଲା ଓ୍ବାଲର୍ଡ ଓବେସିଟି ରିପୋର୍ଟ l
📄➡️: ରାଜଧାନୀରେ ଗ୍ୟାସ୍ ତାତି । ରନ୍ଧନ ଗ୍ୟାସ୍ ଦାମ୍ ୫୦ ଟଙ୍କା ବଢିବା ପରେ ବିଜେଡିର ହଲ୍ଲାବୋଲ । ରାଜରାସ୍ତାକୁ ଓହ୍ଲାଇଲା ବିଜୁ ଜନତା ଦଳ l
📄➡️: ରାୟଗଡ଼ା:ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ୧୦ ଗୁରୁତର l
📄➡️: ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ l
📄➡️: ଆଜିଠାରୁ ବାଜିବ ମହିଳା ପ୍ରିମିୟର ଲିଗ୍ ବିଗୁଲ : ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜାଏଣ୍ଟସ ଉଦଘାଟନୀ ମ୍ୟାଚ୍ l
⚠️ ଏହି ସବୁ ଖବର ବିଭିନ୍ନ ଗଣମାଧ୍ୟମ ରୁ ସଂଗ୍ରହ କରାଯାଇଛି।ଯଦି କେହି ବିକୃତ କରେ ସେ ନିଜେ ଦାୟୀ ରହିବେ !!
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ସୁପ୍ରଭାତ ll
ଆଜିର ଗୁରୁତ୍ୱପୂର୍ଣ୍ଣ ଖବର // Top Headlines 2023