AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024
AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024
ନମସ୍କାର
ଆଜି ୦୩/୦୧/୨୪, ବୁଧବାର
ମୁଖ୍ୟ ଖବର
୧-ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ, ଉଦଘାଟିତ ହେବ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ
୨-ପୁରୀ:ଆଜି ବନକଲାଗି, ଅପରାହ୍ନ ଚାରିଟାରୁ ରାତି ୮ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ
୩-ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
୪-ପୁରୀ:ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ମହାପ୍ରଭୁ ଜଗନ୍ନାଥଙ୍କୁ ହେଲା ନିମନ୍ତ୍ରଣ
୫-ନିଶ୍ଚିନ୍ତକୋଇଲି ଦୁର୍ଘଟଣା: ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା
୬-ବୈଷୟିକ ଶିକ୍ଷାନୁଷ୍ଠାନରେ ନୂଆ ଆଡମିଶନ ନିୟମ, ଛାତ୍ରଛାତ୍ରୀଙ୍କୁ ଦେବାକୁ ହେବ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ
୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ, ସାହିତ୍ୟିକ ହର ପ୍ରାସାଦ ଦାସଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ପ୍ରଦାନ
୮-ବାଲି ମାଫିଆଙ୍କ କବଜାରେ ନଦୀ ପଠା: କେନ୍ଦ୍ରାପଡ଼ା ନୀଳକଣ୍ଠପୁର ବ୍ରାହ୍ମଣ ନଦୀ କୂଳରୁ ଚାଲାଣ ହେଉଛି ଟ୍ରିପ୍ ଟ୍ରିପ୍ ବାଲି
୯-ପରିକ୍ରମା ପ୍ରକଳ୍ପ ପରେ ମା’ ସମଲେଶ୍ୱରୀ ପ୍ରକଳ୍ପର ଉଦଘାଟନ । ପଶ୍ଚିମ ଓଡିଶାର ଲୋକଙ୍କ ସାମିଲ ପାଇଁ ଉଦ୍ୟମ । ବିରୋଧୀ କହିଲେ ଭଗବାନ ଭରସାରେ ବିଜେଡି
୧୦-ଖଣ୍ଡପଡ଼ା:ବଡମୂଳ ବଡରାଉଳଙ୍କ ପୀଠରେ ପୂଜାର୍ଚ୍ଚନା ପରେ ରଥକାଠ କଟା ଅନୁକୂଳ
୧୧-ଭୁବନେଶ୍ୱର:୧୦୬ ବିଦ୍ୟାଳୟକୁ ବଣ୍ଟାଗଲା ଜମିପଟ୍ଟା
୧୨-ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ଓ ଖିଣ୍ଡା
୧୩-ସୋନପୁର:ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ, ଗାଡ଼ି ଛାଡ଼ି ଫେରାର ହୋଇଗଲା ଡ୍ରାଇଭର
୧୪-ପୁଣି ଉପରମୁହାଁ କୋରୋନା; ଗତ ୨୪ ଘଣ୍ଟାରେ ଦେଶରେ ଆଉ ୫୭୩ ପଜିଟିଭ
୧୫-ମହିଳା କର୍ମଚାରୀଙ୍କ ପାଇଁ ନୂଆ ସୁବିଧା କଲେ କେନ୍ଦ୍ର ସରକାର; ସ୍ବାମୀ ପରିବର୍ତ୍ତେ ପିଲା ପାଇପାରିବେ ପେନ୍ସନ୍
୧୬-ନୂଆ ଦିଲ୍ଲୀ: ଡିସେମ୍ବର ମାସ ଶେଷ ସୁଦ୍ଧା ରେକର୍ଡ ୮୧.୮ ନିୟୁତ ITR ଦାଖଲ
୧୭-ଅଯୋଧ୍ୟା:ରାମ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠାପ୍ରସଙ୍ଗ; ଯୋଗୀରାଜଙ୍କ ମୃତ୍ତି ଚୂଡାନ୍ତ
୧୮-ଜାମ୍ମୁ କାଶ୍ମୀର ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ, ସମନ୍ୱୟ ସ୍ଥାପନ ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଜୋର
୧୯-ମହିଳା କ୍ରିକେଟ ସିରିଜ ହାତେଇଲା ଅଷ୍ଟ୍ରେଲିଆ, ୧୯୦ ରନରେ ଭାରତ ପରାସ୍ତ
୨୦-ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି । ଏବେ ବି ଫସିରହିଛନ୍ତି ଏକାଧିକ ଲୋକ
ଆଜିର ସୁବିଚାର🛕🎪*
.🍁🍁🍁🍁🍁🍁🍁🍁🍁🍁🍁
.
. ✤• • • • • • ✤ • • • • • • ✤• • • • • • ✤
🦋 ଏ ଦୁନିଆର ସବୁଠାରୁ ମହଙ୍ଗା ଉପହାର ହେଉଛି “ଭଲ ଜୀବନସାଥୀ”,ଯାହା ମୂଲ୍ଯରେ ନୁହେଁ…ଭାଗ୍ୟରେ ଥିଲେ ମିଳେ।
🦋 ବାପା ମାଆଙ୍କ ଜୀବନ କଟିଗଲା ପୁଅକୁ ମଣିଷ କରିବା ପାଇଁ,ଆଉ ପୁଅ ଲେଖୁଛି My Wife Is My Life…ଖରାପ ଲାଗିଲେ ବି ସତ୍ଯ।
🦋 ଇଛା ଠାରୁ ସବୁବେଳେ ଦୂରେଇ ରୁହନ୍ତୁ,କାହିଁକି ନା ଇଛା ପୂରଣ ହୋଇଗଲେ ଲୋଭ ବଢି ଥାଏ ଆଉ ପୂରଣ ନ ହେଲେ କ୍ରୋଧ ବଢିଥାଏ।
🦋 “ଅହଙ୍କାର” ଆଉ “ସଂସ୍କାର” ଭିତରେ କେବଳ ଫରକ ଏତିକି ଯେ ଅହଙ୍କାର ଅନ୍ୟର ମଥା ନୂଆଁଇ କି ଖୁସି ହୋଇଥାଏ,ଆଉ ସଂସ୍କାର ନିଜେ ନଇଁ ଯାଇ ଖୁସି ହୋଇଥାଏ।
. 🌞ଶୁଭ ସକାଳ🌞
. ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
. 🙏🏻 🔘ଜୟ ଜଗନ୍ନାଥ🔘🙏🏻
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।