ODIA KHABAR

Ajira Breaking News // Top Headlines Odia // ସକାଳର ଖବର, 8-ନଭେମ୍ବର-2023……

Ajira Breaking News // Top Headlines Odia // ସକାଳର ଖବର, ୮-ନଭେମ୍ବର-୨୦୨୩…..

🌄ସକାଳର ଖବର, ୮-ନଭେମ୍ବର-୨୦୨୩, ବୁଧବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଲକ୍ଷ୍ମୀସାଗରରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡିଶା ଟେବୁଲ ଟେନିସ୍‌ ଏକାଡେମୀର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୩ ଟେବୁଲ ଟେନିସ୍‌ ସେଣ୍ଟର l

➡️୩-ବର୍ଷ ୨୦୨୪ ପାଇଁ ପ୍ରକାଶ ପାଇଲା ସରକାରୀ ଛୁଟି ତାଲିକା, ତାଲିକାରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସକୁ ମିଶାଇ ମୋଟ୍ ୩୦ ଟି ସରକାରୀ ଛୁଟି ରହିଥିବା ବେଳେ ୬ଟି ଇଚ୍ଛାଧୀନ ଛୁଟି ଦିବସ ରହିଛି ।

➡️୪-ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟରେ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବ ରାତିର ତାପମାତ୍ରା l

➡️୫-ସୂର୍ଯ୍ୟର ରହସ୍ୟ ଜାଣିବା ପାଇଁ ଇସ୍ରୋର ସ୍ପେସ୍‌କ୍ରାଫ୍ଟ ଆଦିତ୍ୟ-ଏଲ୍‌-୧ କୁ ମିଳିଲା ପ୍ରଥମ ବଡ଼ ସଫଳତା l ନିଜର ପ୍ରଥମ ଅବଜର୍ବେସନ ପିରିୟଡରେ ସୋଲାର ପ୍ଲେୟର ସୌର କିରଣର ପ୍ରଥମ ହାଇ-ଏନର୍ଜି ଏକ୍ସରେ କଲା ବାହାର l

➡️୬-ଆଜି ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ରଜନୀକାନ୍ତ ସିଂ l

➡️୭-ଭଦ୍ରକ ଓଡ଼ିଶା ଉପକୂଳବର୍ତ୍ତୀ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର (ଏସଆରବିଏମ୍‌) ‘ପ୍ରଳୟ’ ର ହେଲା ସଫଳ ପରୀକ୍ଷଣ l

➡️୮-ଚଳିତ ନଭେମ୍ବର ୯ ଓ ୧୦ରେ କେନ୍ଦୁଝର ଜିଲ୍ଲା ଧରଣୀଧର ବିଶ୍ବ ବିଦ୍ୟାଳୟ ପଡିଆରେ ଦୁଇଦିନିଆଁ ପାଳନ ହେବ ମାଣ୍ଡିଆ ଦିବସ l

➡️୯-ଏଥର ବିଧାନସଭାରେ ବୃଦ୍ଧି ପାଇବ ସଂରକ୍ଷଣ ସୀମା, ରାଜ୍ୟ କ୍ୟାବିନେଟରେ ବାଜିଲା ମୋହର l

➡️୧୦-ନଭେମ୍ବର ୨୦ରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ l

➡️୧୧-ପଞ୍ଚଭୂତରେ ବିଲୀନ ହେଲେ ପୁରୀ ମାଟିର ଟାଣୁଆ ନେତା ମହେଶ୍ୱର ମହାନ୍ତି l ପୁରୀ ସ୍ୱର୍ଗଦ୍ୱାରରେ ଗାର୍ଡ ଅଫ୍‌ ଅନର ପରେ ଶେଷକୃତ୍ୟ ହେଲା ସଂପନ୍ନ l

➡️୧୨-୭୫ ପ୍ରତିଶତକୁ ବୃଦ୍ଧି ପାଇବ ବିହାରରେ ସଂରକ୍ଷଣ: ଅର୍ଥନୈତିକ ପଛୁଆ ବର୍ଗଙ୍କୁ ଛାଡି ଜାତିଭିତିକ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନୀତିଶ କୁମାର ଦେଲେ ପ୍ରସ୍ତାବ l

➡️୧୩-ବିଧାନସଭା ନିର୍ବାଚନ, ସନ୍ଧ୍ୟା ୫ଟା ସୁଦ୍ଧା ମିଜୋରାମରେ ୭୭.୪ ଓ ଛତିଶଗଡ଼ରେ ୭୦.୮୭% ହେଲା ମତଦାନ l

➡️୧୪-କେଦାରନାଥରେ ରାହୁଲ ଗାନ୍ଧିଙ୍କ ସହ ହେଲା ବରୁଣ ଗାନ୍ଧିଙ୍କ ଭେଟ, ମୁଖ୍ୟ ପୂଜାରୀଙ୍କ ଘରେ ହେଲା ବୈଠକ l

➡️୧୫-ବାଦଲ ଫଟା ବର୍ଷା ଯୋଗୁ ହଠାତ୍ ବନ୍ୟା: କେନିଆ-ସୋମାଲିଆରେ ୪୦ରୁ ଅଧିକ ଜଣଙ୍କରହେଲା ମୃତ୍ୟୁ l

➡️୧୬-ଇସ୍ରାଏଲ-ହମାସ ଯୁଦ୍ଧ: ମୋଦୀଙ୍କ ସହଯୋଗ ଲୋଡ଼ିଲେ ଇରାନ ରାଷ୍ଟ୍ରପତି, କହିଲେ- ଏବେ ସବୁ ଆଶା ଭାରତ ଉପରେ l

➡️୧୭-ହମାସ୍ ସହ ଯୁଦ୍ଧ ଶେଷ ହେବା ପରେ ନିଜ ସୀମା ଓ ଦଖଲ ବଢାଇବା ପାଇଁ ଇସ୍ରାଏଲ ଦେଲା ସଂକେତ l ପିଏମ୍ ନେତନ୍ୟାହୁତ ଦେଲେ ବଡ଼ ବୟାନ l କହିଲେ ଯୁଦ୍ଧ ପରେ ଗାଜାର ସୁରକ୍ଷା ସମ୍ଭାଳିବ ଇସ୍ରାଏଲ୍ l

➡️୧୮-

➡️୧୯-ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ ବଳରେ ଅଷ୍ଟ୍ରେଲିଆ ୩ ୱିକେଟରେ ଆଫଗାନିସ୍ତାନକୁ କଲା ପରାସ୍ତ l ଏହି ବିଜୟ ସହ ସେମି ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ l

➡️୨୦-

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ଆନ୍ତର୍ଜାତୀୟ ରେଡିଓଲୋଜି ଦିବସ ll
🔅ଆଜି ବିଶ୍ୱ ସହରୀକରଣ ଦିବସ ll
🔅ଆଜି ଚନ୍ଦ୍ରାୟନ -୧ର ସଫଳତା ଦିବସ ll
🔅ଆଜି 96ତମ ଶ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନ ll

         ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
                   ll ଶୁଭ ସକାଳ,ସୁପ୍ରଭାତ ll

ଖବର ଆଜିର
ତାରିଖ ୦୮/୧୧/୨୩, ବୁଧବାର

୧-ସାରା ଦେଶରେ ରସାୟନିକ ବାଣ ଫୁଟାଇବା ବ୍ୟାନ କଲେ ସୁପ୍ରିମକୋର୍ଟ।

୨-ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ସମ୍ମାନ ସହ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ।

୩-ମୟୂରଭଞ୍ଜ ଜିଲ୍ଲା ଦାନ୍ତିଆମୁହାଁ ଗାଁ:ଗୁଲୁଗୁଲା ନେଲା ଜୀବନ, ଚ୍ୟାଲେଞ୍ଜରେ ତରବର ଖାଇବାରୁ ତଣ୍ଟିରେ ଲାଗି ଗଲା ପ୍ରାଣ।

୪-ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଆପାତତଃ ଅପରାହ୍ନ ଘ.୫.୦୦ ଟିକାରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ।

୫-କନ୍ଧମାଳ ଗସ୍ତରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀଙ୍କୁ ଭେଟିଲେ।ନିଜସ୍ଵ ପାଣ୍ଠିରୁ ଜଣେ ଭନ୍ନକ୍ଷମଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ କଲେ।

୬-ପକ୍ଷୀଙ୍କ କଳରବରେ ମୁଖରିତ ପରିବେଶ । ବିହଙ୍ଗାରଣ୍ୟ ହୋଇପଡିଛି ଚିଲିକା ନଳବଣ।

୭-ଚନ୍ଦକାରେ ମହିଳା ଦୋକାନୀଙ୍କୁ ହତ୍ୟା, ହତ୍ୟାକାରୀ ଫେରାର।

୮-କଟକ ବଡ଼ ଡ଼ାକ୍ତରଖାନା: ଅନିଶ୍ଚିତତାରେ ରୋବୋଟିକ୍ ଅସ୍ତ୍ରୋପଚାର।

୯-କଟକ ନେତାଜୀ ବସ ଟର୍ମିନାଲ ପରିସରରେ ରେଡ଼, ବିପୁଳ ଗୁଟକା, ତମ୍ବାଖୁ ଜବତ, ୬ ଦୋକାନ ସିଲ।

୧୦-ହତ୍ୟା ମାମଲାର ଶୁଣାଣି କରି ରାୟ ଦେଲେ ବ୍ରହ୍ମପୁର ଏସଡିଜେଏମ୍ ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ । ଯୁବକଙ୍କୁ ହତ୍ୟା ମାମଲାରେ ୮ଜଣଙ୍କୁ ଆଜୀବନ କାରାଦଣ୍ଡ।

୧୧-କଟକ: ବିଧାୟକ ବିବାହ ଆବେଦନ ମାମଲା,ହାଜର ହେଲେ ସୋମାଲିକା, ଆସିଲେନି ବିଜୟଶଙ୍କର।

୧୨-ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଓଲିଉଡ୍ ଷ୍ଟାର୍ କଳି: ନାଁ ନନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ବର୍ଷିଲେ ଅଭିନେତା ଅନୁଭବ ମହାନ୍ତି।

୧୩-ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ନାତକୋତ୍ତର ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଆବେଦନ ଆହ୍ୱାନ।

୧୪-ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ସଫଳ।

୧୫-ପାଟନା:ଜାତିଭିତ୍ତିକ ଜନଗଣନା ରିପୋର୍ଟ: ୫୦% ନିୟମକୁ ପାର୍ କରି ଜାତିଗତ କୋଟାକୁ ୭୫% କରିବାକୁ ନୀତୀଶ କୁମାରଙ୍କ ସୁପାରିଶ।

୧୬-ବିଧାନସଭା ନିର୍ବାଚନ, ମିଜୋରାମରେ ୭୭.୪ ଓ ଛତିଶଗଡ଼ରେ ୭୦.୮୭% ମତଦାନ।

୧୭-ଛତିଶଗଡ଼ ଭୋଟିଂ ବେଳେ ନକ୍ସଲ ହମଲା; ୩ ସୁରକ୍ଷାକର୍ମୀ ଗୁରୁତର ଆହତ।

୧୮-ବିଶ୍ୱକପ୍‌ ୨୦୨୩: ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ମାକ୍ସୱେଲ୍‌ଙ୍କ ମେଗା ଶୋ, ଲଜ୍ଜାଜନକ ପରାଜୟ ଭୋଗିଲା ଆଫଗାନିସ୍ତାନ।

୧୯-ଇସଲାମାବାଦ: ଆତଙ୍କବାଦୀ ଆକ୍ରମଣରେ ପାକସେନା ଅଧିକାରୀ ଓ ୩ ସୈନିକ ମୃତ।

୨୦-ହମାସ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଇସ୍ରାଏଲ ଛାଡ଼ିଲେଣି ୮ଟି ଦେଶର ରାଷ୍ଟ୍ରଦୂତ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

GOURANGA

I AM GOURANGA . IT IS THE OFFICIAL NEWS SITE OF ODIA FAST NEWS .BASICALLY I PUBLISH SOME GOOD NEWS AND NATIONAL AND INTERNATIONAL NEWS THAT HELP EVERYONE TO KNOW ABOUT THE CONDITION AND NEWS.

Recent Posts

Sakalara Khabar // Today Odia News // ସକାଳର ଖବର // Dt-08.01.2024…..

Sakalara Khabar // Today Odia News // ସକାଳର ଖବର // Dt-08.01.2024..... Sakalara Khabar // Today…

12 months ago

AJIRA BREAKING NEWS // LATEST NEWS ODIA // Dt-06.01.2024

AJIRA BREAKING NEWS // LATEST NEWS ODIA // Dt-06.01.2024 AJIRA BREAKING NEWS // LATEST NEWS…

12 months ago

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024 AJIRA MUKHYA KHABAR…

12 months ago

Sakalara Khabar // Ajira Khabar // ସକାଳର ଖବର // Dt-05.12.2023…

Sakalara Khabar // Ajira Khabar // ସକାଳର ଖବର // Dt-05.12.2023... Sakalara Khabar // Ajira Khabar…

1 year ago

Odisha Breaking News // Latest News Odia // ଖବର ଆଜିର // Dt-28.11.2023

Odisha Breaking News // Latest News Odia // ଖବର ଆଜିର // Dt-28.11.2023 Odisha Breaking News…

1 year ago

Today Odia News // Ajira Khabar // ଖବର ଆଜିର // Dt-23.11.2023

Today Odia News // Ajira Khabar // ଖବର ଆଜିର // Dt-23.11.2023 Today Odia News //…

1 year ago