ଖବର ଆଜିର
ତାରିଖ ୧୭/୧୧/୨୩, ଶୁକ୍ରବାର
Ajira khabar // Top Headlines // ଖବର ଆଜିର // ତାରିଖ ୧୭/୧୧/୨୩, ଶୁକ୍ରବାର …..
୧-ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ, ପିଲାଙ୍କ ଭିତରେ ରହିଛି ଅସୀମ ପ୍ରତିଭା: ମୁଖ୍ୟମନ୍ତ୍ରୀ।
୨-ଆଜିଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି, ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ହେବ କାମ।
୩-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ଼ ‘ମିଧିଲି’, ଓଡ଼ିଶା ଓ ପଶ୍ଚିମବଙ୍ଗରେ ବର୍ଷା ସମ୍ଭାବନା।
୪-ଉପକୂଳ ଜିଲ୍ଲାକୁ ବର୍ଷା ଓ ପବନ ଭୟ,ଉଜୁଡିଯିବ ଚାଷ , ଚିନ୍ତାରେ ଚାଷୀ।
୫-ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପୱେ ଆଜି ଅପରାହ୍ନ ସମୟରେ ଉଦ୍ଘାଟନ ହେବ।
୬-ଭୁବନେଶ୍ୱର: ମିଲେଟ ଗବେଷଣା କରିବେ ସ୍କୁଲ ପିଲା, ଗାଁ ରେ ବୟସ୍କଙ୍କ ଠାରୁ ଶୁଣିବେ ଇତିହାସ।
୭-ଭୁବନେଶ୍ୱର:ଶୀତ ଫେରିଛି, ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ, ବୁଲାବୁଲି ସାଙ୍ଗକୁ ଜମିବ ମଜା ମସ୍ତି।
୮-ଯାଜପୁର : ଭିଜିଲାନ୍ସ ଜାଲରେ ଫସିଲେ କବିରପୁର ସ୍ଥିତ ପୁରୁଷୋତ୍ତମପୁର ହାଇସ୍କୁଲ କିରାଣି ମହେଶ୍ୱର ସାମଲ।
୯-ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ନିଷ୍ପତ୍ତି, ଗର୍ଭଗୃହକୁ ମୋବାଇଲ ନେବା ଓ ଫଟୋ ଉଠାଇବା ମନା।
୧୦-ଫୁଲବାଣୀ:ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ।
୧୧-ଆମିଷମୁକ୍ତ ହେବ ଆଧ୍ୟାତ୍ମିକ ନଗରୀ ପୁରୀ ବଡ଼ଦାଣ୍ଡ, ଜୋର ଧରିଲା ଦାବି !
୧୨-ଡ୍ରଗସ୍ ବେପାର କରୁଥିଲେ ଦାନ୍ତ ଡାକ୍ତର ନିଗମାନନ୍ଦ ଖଟୁଆ, ଜେଲ୍ ପଠାଇଲା ଯାଜପୁର ପୋଲିସ୍।
୧୩-କଳିଙ୍ଗ ନଗର ଥାନା ନିମପଲ୍ଲୀ ଗାଁ:ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ମାମଲା; ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ।
୧୪-ମାହାଙ୍ଗା:କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଡଙ୍ଗା ତିଆରିରେ ଲାଗିପଡିଛନ୍ତି ମାଳି ପରିବାର, ହେଲେ ପରିଶ୍ରମ ଅନୁଯାୟୀ ମିଳୁନି ଲାଭ।
୧୫-କ୍ଷମା ମାଗିଲେ ବଲିଉଡ କଳାକାର ନାନା ପାଟେକର । ଯୁବକଙ୍କୁ ମାଡ଼ମରା ଭିଡିଓ ଭାଇରାଲ ପରେ ବିବାଦକୁ ଆସିଥିଲେ ନାନା।
୧୬-ଟନେଲ ଭିତରେ ଫଶିରହିଛନ୍ତି ୪୦ ଶ୍ରମିକ । ସହାୟତା ପାଇଁ ଥାଇଲ୍ୟାଣ୍ଡ, ନରୱେ ବିଶେଷଜ୍ଞ ସହ ଉତରାଖଣ୍ଡ ସରକାରଙ୍କ ଆଲୋଚନା।
୧୭-ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଧାନସଭା ନିର୍ବାଚନ।
୧୮-ସଂଘର୍ଷ କରି ହାରିଲା ଦକ୍ଷିଣ ଆଫ୍ରିକା, ଅଷ୍ଟମ ଥର ଫାଇନାଲ୍ରେ ପ୍ରବେଶ କଲା ଅଷ୍ଟ୍ରେଲିଆ।
୧୯-ନୂଆ ଦିଲ୍ଲୀ: ପଞ୍ଚଭୂତରେ ବିଲୀନ ସୁବ୍ରତ ରୟ,ପୁଅ ଆସିଲେନି,ନାତି ଦେଲେ ମୁଖାଗ୍ନୀ।
୨୦-ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ବଡ ସଫଳତା । ହସ୍ପିଟାଲ ଭିତରେ ଖୋଜି ବାହାର କଲା ହମାସର ବିଶାଳ ଆଡ୍ଡା।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏
ଆଜି ନାଗ ଚତୁର୍ଥୀ, ବିଛା ସଂକ୍ରାନ୍ତି
Ajira khabar // Top Headlines // ଖବର ଆଜିର // ତାରିଖ ୧୭/୧୧/୨୩, ଶୁକ୍ରବାର ……..
ସକାଳର ଖବର, ୧୭-ନଭେମ୍ବର-୨୦୨୩, ଶୁକ୍ରବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ତିନି ଦିନ ଧରି ଚାଲିଥିବା ପିଲାଙ୍କ ସୁରଭି ମହୋତ୍ସବ ଉଦ୍ଯାପିତ , ରାଜ୍ୟସ୍ତରରେ ପ୍ରଥମ ପାଞ୍ଚଜଣକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୨-ଆଜି ଅପରାହ୍ନରେ ଉଦ୍ଘାଟନ ହେବ ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପ୍ୱେ l ଉଦ୍ଘାଟନ କରିବେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ l
➡️୩-ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି l ଗରୁଡ଼ ସ୍ତମ୍ଭ ଠାରୁ ପ୍ରଥମେ ଆରମ୍ଭ ହେବ ମରାମତି କାମ l
➡️୪-ପୁଣି ଏକ ଖୁସି ଖବର, ଆସନ୍ତା ୨୫ ତାରିଖରୁ ରାୟଗଡା ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ l ଜିଲ୍ଲାର ୧୧ଟି ବ୍ଲକରେ ମୋଟ ୨୯୮ ବସ ରହଣି ସ୍ଥଳ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହା ଶୁଭାରମ୍ଭ ହେବ l
➡️୫-ବାଂଲାଦେଶ ମୁହାଁ ବାତ୍ୟା ‘ମିଧିଲି’ l ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ । ବାଂଲାଦେଶ ଉପକୂଳରେ କାଲି ଛୁଇଁବ ସ୍ଥଳଭାଗ ଓଡିଶା ଉପରେ ପଡିବନି ବିଶେଷ ପ୍ରଭାବ ।
➡️୬-ଭି. କେ. ପାଣ୍ଡିଆନଙ୍କୁ ‘ଉତ୍କଳ ରତ୍ନ’ ସମ୍ମାନରେ ସମ୍ମାନୀତ କଲା ନିଖିଳ ଓଡ଼ିଶା ପାଇକ ମହାସଂଘ l
➡️୭-ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ଗଠନ ହେଲା ଏସଟିଏଫ, ନିୟମ କଡ଼ାକଡ଼ି ପାଳନ ଉପରେ ରଖିବେ ନଜର l ସେପଟେ ଦିଲ୍ଲୀରେ ପାର୍କିଂ ଫି ହେଲା ଦୁଇ ଗୁଣା, ପ୍ରଦୂଷଣକୁ ଦୃଷ୍ଟିରେ ରଖି NDMCର ପଦକ୍ଷେପ l
➡️୮-ଫିଲ୍ମ ହିରୋ ଭଳି ଚେହେରା, ହେଲେ ଡାକ୍ତର ଭଳି ସମ୍ମାନଜନକ ପେଷା l ଡ୍ରଗ୍ସ ବିକୁଥିଲେ ଦାନ୍ତ ଡାକ୍ତର l ଡାକ୍ତରଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ଯାଜପୁର ପୋଲିସ l
➡️୯-ଟନେଲ ଭିତରେ ଫଶିରହିଛନ୍ତି ୪୦ ଶ୍ରମିକ । ସହାୟତା ପାଇଁ ଥାଇଲ୍ୟାଣ୍ଡ, ନରୱେ ବିଶେଷଜ୍ଞ ସହ ଉତରାଖଣ୍ଡ ସରକାରଙ୍କ ହେଲା ଆଲୋଚନା l ପାଇପ୍ ଯୋଗେ ଉତ୍ତରାଖଣ୍ଡରେ ଫସି ରହିଥିବା ଶ୍ରମିକ ବାହାରିବେ ।
➡️୧୦-ଟାଇଗର-୩ର ସଫଳତା ପରେ ବଲିଉଡ୍ରେ ଇତିହାସ ରଚିଲେ ସଲମାନ ଖାନ୍ l ଟାଇଗର-୩ ସଲମାନ ଖାନ୍ଙ୍କ ୧୭ ତମ ଫିଲ୍ମ ଭାବରେ ୧୦୦ କୋଟି କ୍ଲବ୍ରେ ହେଲା ସାମିଲ୍ l
➡️୧୧-କ୍ଷମା ମାଗିଲେ ବଲିଉଡ କଳାକାର ନାନା ପାଟେକର । ଯୁବକଙ୍କୁ ମାଡ଼ମରା ଭିଡିଓ ଭାଇରାଲ ପରେ ବିବାଦକୁ ଆସିଥିଲେ ନାନା l
➡️୧୨-ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ବଡ ସଫଳତା । ଗାଜାର ସବୁଠୁ ବଡ ହସ୍ପିଟାଲ ଅଲଶିଫା ହସ୍ପିଟାଲ ଭିତରେ ଖୋଜି ବାହାର କଲା ହମାସର ବିଶାଳ ଆଡ୍ଡା l
➡️୧୩-ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡର ସମସ୍ତ ୨୩୦ ଆସନ ଉପରେ ହେବ ମତଦାନ l ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ଛଅଟା ପର୍ଯ୍ୟନ୍ତ ଚାଲିବ ।
➡️୧୪-କନ୍ଦଳ ଭିତରେ ଏକାଠି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ୍। ଆସନ୍ତା ନଭେମ୍ବର ୨୫ ତାରିଖରେ ରାଜସ୍ଥାନ ନିର୍ବାଚନ ପାଇଁ ମତଦାନ ହେବ।
➡️୧୫-ବ୍ରିଟେନର ଔଷଧ ନିୟାମକ ସିକଲ ସେଲ ରୋଗର ଚିକିତ୍ସା ପାଇଁ ବିଶ୍ୱର ପ୍ରଥମ ଜିନ ଥେରାପି ଚିକିତ୍ସାକୁ ଅନୁମୋଦନ ଦେଲା ବ୍ରିଟେନ l
➡️୧୬-ତୁର୍କୀର ଏକ ହୋଟେଲ୍ ରୁମ୍ରେ ୨୬ ବର୍ଷୀୟ ସ୍ତ୍ରୀଙ୍କୁ ‘ସ୍କୃଡ୍ରାଇଭର’ଦ୍ୱାରା ୪୧ଥର ଭୁସି ହତ୍ୟା କରିଥିବା ଅଭିଯୋଗରେ ଜଣେ ବ୍ରିଟିସ୍ ପର୍ଯ୍ୟଟକ ହେଲେ ଗିରଫ l
➡️୧୭-ବିଶ୍ୱକପ୍ରେ ରୋମାଞ୍ଜକର ସେମିଫାଇନାଲ୍ ମ୍ୟାଚ ରେ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ହରାଇ ୮ମ ଥର ପାଇଁ ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ l ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ।
➡️୧୮-ବିଶ୍ୱକପ ଫାଇନାଲକୁ ଭବ୍ୟ କରିବାକୁ ପ୍ରସ୍ତୁତି, ଷ୍ଟାଡିୟମରେ ମ୍ୟାଚ ଦେଖିପାରନ୍ତି ପ୍ରଧାନମନ୍ତ୍ରୀ, ମ୍ୟାଚ ପୂର୍ବରୁ ହେବ ଏୟାର ଶୋ l
➡️୧୯-ନଭେମ୍ବର ୧୯ ବିଶ୍ୱକପ ଫାଇନାଲ ଖେଳିବାକୁ ଅହମ୍ମଦାବାଦରେ ପହଞ୍ଚିଲା ଟିମ ଇଣ୍ଡିଆ l
➡️୨୦-୨୦ ବର୍ଷ ପରେ ପତ୍ନୀ ସାକ୍ଷୀଙ୍କ ସହ ପୈତୃକ ଗାଁ ଲୱାଲିରେ ପହଞ୍ଚି ବଡ଼ ମାନଙ୍କଠାରୁ ଆଶୀର୍ବାଦ ନେଲେ ମହେନ୍ଦ୍ର ସିଂ ଧୋନି l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ‘ଆନ୍ତର୍ଜାତୀୟ ଛାତ୍ର ଏକତା ଦିବସ’ ll
🔅ଆଜି ନାଗ ଚତୁର୍ଥୀ, ବିଛା ସଂକ୍ରାନ୍ତି ll
🔅ଆଜି ଆନ୍ତର୍ଜାତୀୟ ଶୁଭେଚ୍ଛା ଦିବସ ll
🔅ଆଜି ଜାତୀୟ କଳା ବିଲେଇ ଦିବସ ll
🔅ଆଜି ପେଟ୍ରୋଲିୟମ ଦିବସ ll
🔅ଆଜି ଶ୍ରୀ ବାଲ ଠାକରେ ସ୍ମୃତି ଦିବସ ll
🔅ଆଜି ଶ୍ରୀ ଲାଲା ଲଜପତ ରାୟ ଶହୀଦ ଦିବସ ll
🔅ଆଜି ରାଇଫଲମ୍ୟାନ୍ ଜସୱନ୍ତ ସିଂ ରାୱତ ଶହୀଦ ଦିବସ ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
Sakalara Khabar // Today Odia News // ସକାଳର ଖବର // Dt-08.01.2024..... Sakalara Khabar // Today…
AJIRA BREAKING NEWS // LATEST NEWS ODIA // Dt-06.01.2024 AJIRA BREAKING NEWS // LATEST NEWS…
AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024 AJIRA MUKHYA KHABAR…
Sakalara Khabar // Ajira Khabar // ସକାଳର ଖବର // Dt-05.12.2023... Sakalara Khabar // Ajira Khabar…
Odisha Breaking News // Latest News Odia // ଖବର ଆଜିର // Dt-28.11.2023 Odisha Breaking News…
Today Odia News // Ajira Khabar // ଖବର ଆଜିର // Dt-23.11.2023 Today Odia News //…