Ajira Rasifala Janantu / ଆଜିର ରାଶିଫଳ / ମାର୍ଚ୍ଚ 16 ତାରିଖ ଗୁରୁବାର…….

Smile Please🙏: ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
Smile Please🙏: ଯଦି ଆପଣଙ୍କ ଦିନଟି କିପରି କଟିବ ଜାଣିବା ପାଇଁ ଚାହାନ୍ତି ତେବେ ଆମର Odia Fast News କୁ Fb ରେ Follow ଏବଂ Subscribe କରି ରଖନ୍ତୁ।

Ajira Rasifala Janantu / ଆଜିର ରାଶିଫଳ / ମାର୍ଚ୍ଚ ୧୬ ତାରିଖ ଗୁରୁବାର…….

ପର୍ଶୁରାମ ପଞ୍ଜିକା🪓🚩
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ମାର୍ଚ୍ଚ ମାସ ୧୬ ତାରିଖ ଗୁରୁବାର
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ଚୈତ୍ରମାସ-କୃଷ୍ଣପକ୍ଷ
ତିଥି- ନବମୀ ଦି ୪/୨୪ ଗତେ ଦଶମୀ
ନକ୍ଷତ୍ର- ମୂଳା ଦି୬/୪୪ ଗତେ ପୂର୍ବାଷାଢାକ୍ଷଃ ନି୫/୧୪
ଚନ୍ଦ୍ର- ଧନୁ
ଯୋଗ- ବ୍ୟତିପାତ
କରଣ – ଗର
ସୌର ଚଳନେ ମୀନ ୦୨ଦିନ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ସୁର୍ୟୋଦୟ-ପ୍ରାତଃ ଘ୦୫/୫୮/୪୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୪
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ଯୋଗିନୀ ପୂର୍ବେ ଦି ୪/୨୪ ଗତେ ଉତ୍ତରେ
ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
କାଳବେଳା ଓ ବାରବେଳା – ଦିବା ଘ୨/୫୩ଗତେ ଘ୫/୫୧ମଧ୍ୟେ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ଅମୃତ ବେଳା- ରା୧/୩ ଗତେ ୩/୨୭ମଧ୍ୟେ
ମାହେନ୍ଦ୍ର ବେଳା- ଘ୭/୩୧ ମଧ୍ୟେ ,ଦିବା ଘ୧୦/୪୩ ଗତେ ଘ୧/୭ ମଧ୍ୟେ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ଅଦ୍ଯ ଲାଉ ଦି୪/୨୩ ଗତେ କଳମଶାଗ ଭକ୍ଷଣ ନିଷେଧ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ସାନ୍ଧ୍ୟ ନି୫/୧୫ ଗତେ ୧ ପାଦ ପୁଷ୍କର ଦୋଷ
ପ୍ରଥମ ରଜୋଦର୍ଶନେ ଦି ୬/୪୪ ଗତେ ୭ମାସ ଗଣ୍ଡଦୋଷ
ସ୍ବର୍ଣ୍ଣ ଓ ପୀତବସ୍ତ୍ର ଦାନ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
᯽⊱▬▬▬❊⊰❀▬▬❀⊱❊▬▬▬⊰᯽

Ajira Rasifala Janantu / ଆଜିର ରାଶିଫଳ

Ajira Rasifala Janantu / ଆଜିର ରାଶିଫଳ / ମାର୍ଚ୍ଚ ୧୬ ତାରିଖ ଗୁରୁବାର…….
ଆଜି ର ରାଶି ଫଳ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🐏ମେଷ👉 ଅଫିସ କାମ ପୂରା କରିବାରେ ସଂପୂର୍ଣ୍ଣରୂପେ ସକ୍ଷମ ହେବେ। ଆପଣ ଯାହାଠୁଁ ସାହାଯ୍ୟ ଚାହିଁବେ ତାହା ପାଇବେ। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🐮ବୃଷ👉 ଆପଣଙ୍କୁ କାମରେ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
👩‍❤️‍👨ମିଥୁନ👉କାରବାରରେ ବକେୟା ଅର୍ଥ ପାଇବେ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ମହିଳାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଘର କାମ ସାରିଦେବେ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🦀କର୍କଟ👉 ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🦁ସିଂହ👉 ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ। କଠିନ ପରିସ୍ଥିତିରେ ପରିବାର ଲୋକ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🙎‍♀️କନ୍ୟା👉 କାରବାର ବୃଦ୍ଧି ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ଘରେ ଖୁସିର ପରିବେଶ ରହିବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
⚖️ତୁଳା👉 ଏକତରଫା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଣୀ ଉପରେ ସଂଯମ ରଖନ୍ତୁ। ପିଲାଙ୍କ ସଫଳତାରେ ଆପଣଙ୍କୁ ଗର୍ବ ଅନୁଭବ କରାଇପାରେ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🦂ବିଛା👉 କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ସନ୍ତାନ ସହିତ ସମ୍ବନ୍ଧ ବଢ଼ିଆ ହେବ। କୌଣସି ସମସ୍ୟାରୁ କଥାବର୍ତ୍ତା ଓ ଶାନ୍ତିରେ ସମାଧାନ କରନ୍ତୁ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🏹ଧନୁ👉 ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। ଅନ୍ତରଙ୍ଗ ବନ୍ଧୁ ସହିତ କଥା ହୋଇପାରନ୍ତି। କୌଣସି ସଂପର୍କୀୟ ଆପଣଙ୍କୁ ସାହାଯ୍ୟ ମାଗିବେ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🐊ମକର👉ପରିବାରରେ ଖୁସିର ପରିେବଶ ରହିବ। ଜମି କିଣିବାର ସୁଯୋଗ ପାଇବେ। କିଛି ଯୋଜନା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🏺କୁମ୍ଭ👉 ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🐟ମୀନ👉 ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭପ୍ରଦ। ସହକର୍ମୀଙ୍କ ସହିତ ବନ୍ଧୁତା ହୋଇପାରେ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽

Ajira Rasifala Janantu / ଆଜିର ରାଶିଫଳ / ମାର୍ଚ୍ଚ ୧୬ ତାରିଖ ଗୁରୁବାର…….

ମହାବୀର ପଞ୍ଜିକା👈🌼🌹
✧═════•❁❀❁•═════✧
ଅଦ୍ୟ ମାର୍ଚ୍ଚ ମାସ ୧୬ ତାରିଖ ୨୦୨୩ ମସିହା(ଗୁରୁବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ଚୈତ୍ରମାସ-କୃଷ୍ଣପକ୍ଷ
ତିଥି- ନବମୀ ଦିବା ଘ୦୪/୨୫ଗତେ ଦଶମୀ
ନକ୍ଷତ୍ର-ମୂଳା ଦିବା ଘ୦୬/୪୬ ଗତେ ପୂର୍ବ।ଷାଢା
ଚନ୍ଦ୍ର- ଧନୁ
ଯୋଗ- ବ୍ୟତିପାତ
କରଣ – ଗର
ସୌରମାସ- ମୀନ ୦୨ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୯/୪୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୧୯
✧═════•❁❀ ଯୋଗିନୀ ପୁର୍ବେ ଦିବା ଘ୦୪/୨୫ ଗତେ ଉତ୍ତରେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ✧═════•❁❀❁•═══ କାଳବେଳା ଓ ବାରବେଳା – ଦିବା ଘ୦୨/୫୩ଗତେ ଘ୦୫/୫୩ ମଧ୍ୟେ ══•❁❀❁•═ ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୧/୦୩ ଗତେ ଘ୦୨/୫୨ ମଧ୍ୟେ ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୭/୩୩ ମଧ୍ୟେ ଓ ଘ୧୦/୪୩ ଗତେ ଘ୦୧/୦୩ ମଧ୍ୟେ ═✧══•❁❀❁•═════✧
ଅଦ୍ୟ ଲାଉ ଦିବା ଘ୦୪/୨୫ ଗତେ କଳମଶାଗ ଭକ୍ଷଣ ନିଷେଧ
═✧══•❁❀❁•═════✧
✧═════•❁❀❁•═════✧


🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
ମେଷ🌹👉:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।
✧═════•❁❀❁•═════✧
ବୃଷ🌹👉:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।
✧═════•❁❀❁•═════✧
🌹ମିଥୁନ🌹👉:-ଆଜି କର୍ମକ୍ଷେତ୍ରର ସ୍ଥଗିତକାର୍ଯ୍ୟ ସହଜରେ ସମ୍ପନ୍ନ । ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ।
✧═════•❁❀❁•═════✧
🌹କର୍କଟ🌹👉:-ଆଜି ସନ୍ତାନଙ୍କର କୌଣସି ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ କରିପାରିବେ।
✧═════•❁❀❁•═════✧
🌹ସିଂହ🌹👉:-ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ହାସଲ କରି ପାରିବେ। ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ନଷ୍ଟକରିପାରେ। ନୂତନ ନିଯୁକ୍ତି , ସ୍ଥାନାନ୍ତର ସକାଶେ ସାଧାରଣ ବ୍ୟସ୍ତତା ମଧ୍ୟରେ ଆଜିର କାର୍ଯ୍ୟ ସମ୍ପାଦିତ ହେବ। ବ୍ୟବସାୟ, ଜମିଜମାର ବକେୟା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ ।
✧═════•❁❀❁•═════✧
🌹କନ୍ୟା🌹👉:-ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେଇ ଖୁସି ମନେଇବେ।
✧═════•❁❀❁•═════✧
🌹ତୁଳା🌹👉:-ଆଜି ଅର୍ଥ ସମ୍ପର୍କକୁ ନେଇ ପାରିବାରିକ କଳହର ହୋଇପାରେ। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଦୀର୍ଘଦିନରୁ ରହିଆସିଥିବା ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
✧═════•❁❀❁•═════✧
🌹ବିଛା🌹👉:-ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।
✧═════•❁❀❁•═════✧
🌹ଧନୁ🌹👉:-ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।
✧═════•❁❀❁•═════✧
🌹ମକର🌹👉:-ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।
✧═════•❁❀❁•═════✧
🌹କୁମ୍ଭ🌹👉:-ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ। ମାଲି ମକଦ୍ଦମାରେ ଏକ ପ୍ରକାର ଆଶ୍ୱସ୍ତିଲାଭ କରିବେ।
✧═════•❁❀❁•═════✧
🌹ମୀନ🌹👉:-ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ।ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।
✧═════•❁❀❁•═════✧

dharitri rasifala

Leave a Comment