କହିଲେ କାଟୁଛି ସହିଲେ ବାଧୁଛି II ODIA KABITA 1 II WRITTEN BY MAHENDRA NANDA ,2023
କହିଲେ କାଟୁଛି ସହିଲେ ବାଧୁଛି II ODIA KABITA 1 II WRITTEN BY MAHENDRA NANDA ,2023 _କହିଲେ କାଟୁଛିସହିଲେ ବାଧୁଛି___ ଜନମ ଆଗରୁ ବିବେକ ମରୁଛିମା’ ପେଟୁ ଆଡା ପଡ଼ିମଣିଷ ପଣିଆ ମାତାଲେ ଗଡୁଛିମଣିଷ ପକେଟ ମାରି ।। ଭଗାରୀ ହବାର ଆଗୁଆ ଚୁକ୍ତିରେଜନମ ହୋଉଛି ଭାଇରକତ ଦୋଉଛି ରକତକୁ ଫାଙ୍କିମାଉସୀକୁ ମାଆ କହି ।। ଆବେ ଆଉ ପର୍ଶୁ ଜାବେ ଆଉ ପର୍ଶୁପର୍ଶୁଆରେ ନାହିଁ କେହିବାବୁ ପର୍ଶୁରାମ ସବୁ ଆପେ ଆପେଜନମରୁ ଜଟ … Read more