Latest Odisha News // Breaking news today // ଖବର ଆଜିର , ତାରିଖ ୦୮/୧୦/୨୦୨୩ ରବିବାର ।।

Latest Odisha News // Breaking news today // ଖବର ଆଜିର , ତାରିଖ ୦୮/୧୦/୨୦୨୩ ରବିବାର ।।

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।

Latest Odisha News // Breaking news today // ଖବର ଆଜିର , ତାରିଖ ୦୮/୧୦/୨୦୨୩ ରବିବାର ।।

Latest Odisha News // Breaking news today // ଖବର ଆଜିର , ତାରିଖ ୦୮/୧୦/୨୦୨୩ ରବିବାର ।।

ଖବର ଆଜିର
ତାରିଖ ୦୮/୧୦/୨୦୨୩ ରବିବାର ।।

  1. ୨୦୨୩ ଏସିଆନ୍ ଗେମ୍ସରେ ଭାରତର ଅଭିଯାନ ଶେଷ ହୋଇଛି। ଚୀନ୍‌ର ହାଙ୍ଗଝୋରେ ଆୟୋଜିତ ଏସୀୟ କ୍ରୀଡାରେ ଭାରତ ମୋଟ ୧୦୭ ପଦକ ଜିତିଛି। ଏଥିରେ ୨୮ ଟି ସ୍ୱର୍ଣ୍ଣ, ୩୮ ରୌପ୍ୟ ଏବଂ ୪୧ ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। ଏସୀୟ କ୍ରୀଡା ଇତିହାସରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ।

2. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର ଆଣିଛି। ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୋଶ୍ଚିନ ବ୍ୟାଙ୍କ୍ ପ୍ରକାଶ କରିଛି।

3. ମାଟ୍ରିକ୍ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ : ସାଇବର ଥାନା ଓ କ୍ରାଇମବ୍ରାଞ୍ଚରେ ଏତଲା ଦେଲେ ବୋର୍ଡ କର୍ତ୍ତୃପକ୍ଷ ।

4. ଆଫଗାନିସ୍ତାନ ଭୂମିକମ୍ପରେ ୧୫ ମୃତ, ଅନେକ ଆହତ, ଧ୍ୱଂସସ୍ତୁପ ତଳେ ଦବି ରହିଛନ୍ତି ଅନେକ ଲୋକ ।

5. ଅପରେସନ ଆଇରନ ସୋର୍ଡ୍ସ ଆରମ୍ଭ କଲା ଇସ୍ରାଏଲ୍ : ଇସ୍ରାଏଲ ସେନା ଯୁଦ୍ଧ ପରିସ୍ଥିତି ଘୋଷଣା ।

6. ଏସୀୟ କ୍ରୀଡାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଓଡିଆ ଖେଳାଳୀ ଅମିତ ରୋହିତ ଦାସ। ସେଥିପାଇଁ ଭାରତ ହାସଲ କରିପାରିଛି ସ୍ବର୍ଣ୍ଣ। ଏହି ଖୁସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମିତଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

7. ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ବିରଳ ପରାମର୍ଶ, ମୁଖ୍ୟମନ୍ତ୍ରୀଙ୍କ ସହ କଫି ପିଇ ସମସ୍ୟାର ସମାଧାନ କର।

8. ୧୦ ତାରିଖ ସୁଦ୍ଧା ଘୋଷଣା ହୋଇପାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ।

9. ଭୁବନେଶ୍ୱରରେ ପହଞ୍ଚିଲା ସହିଦ ସରୋଜଙ୍କ ମରଶରୀର,ବିମାନ ବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର ।

10. ନୂଆ ବର୍ଷରେ ଭୁବନେଶ୍ଵର ମେଟ୍ରୋ ଟ୍ରେନ ପ୍ରକଳ୍ପର ଶିଳାନ୍ୟାସ୍, ୪ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ।

11. ବିଶ୍ୱକପ୍‌ରେ ଆଜିଠୁ ଭାରତର ଅଭିଯାନ, ଚେନ୍ନାଇରେ କଙ୍ଗାରୁ ସହ ଟକ୍କର ।

12. ଆଉ ଏକ ମହାଯୁଦ୍ଧର ଆରମ୍ଭ: ହମାସର ଆକ୍ରମଣ ପରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ । ଇସ୍ରାଏଲକୁ ସାରା ବିଶ୍ୱର ସମର୍ଥନ ।
ବିନା ବ୍ରାଣ୍ଡ୍‌ରେ ୭୦% ମିଲେଟ୍ ଥିବା ଅଟାରେ ହଟିଲା ଜିଏସ୍‌ଟି, ପାଣିଗୁଡ଼ ଉପରେ ୫% ହ୍ରାସ ।

13. ଷଷ୍ଠରୁ ଦ୍ୱାଦଶ ଗଣିତ ଓ ବିଜ୍ଞାନ ଶିକ୍ଷା – ମୋ ସ୍କୁଲ ଅଭିଯାନ ଓ ଖାନ୍ ଏକାଡେମୀ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ।

14. କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର: ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଅନଲାଇନ୍‌ରେ ବିକ୍ରି ହେବ ୧୪ ହଜାର ଟିକେଟ୍‌, ସୂଚନା ଜାରି କଲା BCCI ।

15. ବିଶ୍ୱକପ୍‌ ୨୦୨୩: ରେକର୍ଡ ବ୍ରେକର ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା; ୩୨୦ ରନ୍‌ରେ ଶ୍ରୀଲଙ୍କା ଅଲ୍‌ଆଉଟ୍ ।

16. ଦିଲ୍ଲୀ ଦଙ୍ଗା ଅଭିଯୁକ୍ତ ଶାହରୁଖ ପଠାନ୍‌କୁ ମିଳିଲା ଜାମିନ, ହେଲେ ଜେଲ୍‌ରୁ ମୁକୁଳିପାରିବ ନାହିଁ ।

17.ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ : କୋରାପୁଟରୁ ୧୬୭ ଆକ୍ରାନ୍ତ ଚିହ୍ନଟ, CDMO ଦେଲେ ସୂଚନା ।

18. ସିକ୍କିମରେ କମିଛି ବନ୍ୟା, ହେଲେ କମୁନି ଯନ୍ତ୍ରଣା: ବାଙ୍ଗଲାଦେଶରୁ ମିଳୁଛି ବନ୍ୟା ସ୍ରୋତରେ ଭାସିଯାଇଥିବା ଲୋକଙ୍କ ଶବ ।

19. ଜାତିଭିତିକ ଜନଗଣନା ରିପୋର୍ଟ ପ୍ରକାଶ ମାମଲାରେ ବିହାର ସରକାରଙ୍କୁ ଆଶ୍ୱସ୍ତି: ସର୍ବୋଚ୍ଚ ନ୍ୟାୟାଳୟ କହିଲେ, ଜନଗଣନା ତଥ୍ୟ ପ୍ରକାଶନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଅଟକା ଯାଇପାରିବନି ।

ସୁପ୍ରଭାତ ,ଶୁଭ ସକାଳ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

  • ମୋବାଇଲଟ୍ରାକିଂକରିବେବନକର୍ମଚାରୀ
    -ଏବେ ଶିକାରୀ ଓ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖିବେ ବନକର୍ମଚାରୀ
    -ଶିକାରୀ ଓ ସନ୍ଦିଗ୍ଧଙ୍କୁ ମୋବାଇଲ ଟ୍ରାକିଂ କରିପାରିବେ ବନ କର୍ମଚାରୀ
    -ଲୋକେସନ୍ ଟ୍ରାକ୍ ସହ କଲ୍ ଡିଟେଲସ୍ ମଧ୍ୟ ଯାଞ୍ଚ କରିବାକୁ ଅନୁମତି

-୬୯ତମ ରାଜ୍ୟସ୍ତରୀୟ ବନମହୋତ୍ସବରେ ସୂଚନା ଦେଲେ PCCF
-ଶିକାରୀ ଦମନ ପାଇଁ କର୍ମଚାରୀଙ୍କୁ ଗୁଳି ଚାଳନା ପ୍ରଶିକ୍ଷଣ ଦିଆଯାଉଛି
-୯୦ ଜଣ ବନ କର୍ମଚାରୀଙ୍କ ପ୍ରଶିକ୍ଷଣ ସରିଥିବା PCCFଙ୍କ ସୂଚନା

  • ଆଜିର ସୁବିଚାର🛕🎪
  • .🍁🍁🍁🍁🍁🍁🍁🍁🍁🍁🍁
  • .
  • . ✤• • • • • • ✤ • • • • • • ✤• • • • • • ✤
  • 🦋କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ମୋହ ରଖନ୍ତୁ ନାହିଁ , କାହିଁକିନା ଭବିଷ୍ୟତରେ ତାହା ଆପଣଙ୍କର ଦୁଃଖର କାରଣ ହୋଇପାରେ ।
  • 🦋ନିଜ ବାପା ଓ ମାଆଙ୍କୁ କେବେହେଲେ ଭାଗ କରିବେ ନାହିଁ, କାରଣ ସେମାନେ ଆମର ସମ୍ପତ୍ତି ନୁହଁନ୍ତି ସେମାନେ ତ ଆମମାନଙ୍କୁ ଗଢିଥିବା ଦେବତା ।
  • 🦋ତ୍ଯାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଏଠି ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ ନିଶ୍ବାସକୁ ଛାଡିବାକୁ ପଡିଥାଏ ।
  • 🦋ଏହା ନିଶ୍ଚୟ ମନେ ରଖନ୍ତୁ ଯେ ଅର୍ଥ ମଣିଷର କୌଣସିବି ଅବସ୍ଥିତି ପରିବର୍ତ୍ତନ କରି ପାରିଲେ ବି ନିଜ ସ୍ବଭାବର ପରିବର୍ତ୍ତନ କେବେହେଲେ କରିପାରେ ନାହିଁ ।
  • . 🌞ଶୁଭ ସକାଳ🌞
  • . ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
  • . 🙏🏻 🔘ଜୟ ଜଗନ୍ନାଥ🔘

ଆଜିର ଅନୁଚିନ୍ତା 🙏🏻♨️

 🏪ତାରିଖ :୦୮.୧୦.୨୦୨୩  ରବିବାର

⚜⚜⚜⚜⚜⚜⚜⚜⚜⚜⚜

📝ମାଆ ଭଳି ଭଲ ପାଉଥୁବା, ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ । ସେଥିପାଇଁ ତ କୁହାଯାଏ ଯେ ମାଆ ଠାରୁ ବଡ ବନ୍ଧନ ଏବଂ ମାଆ ଠାରୁ ବଡ ବିକଳ୍ପ ଏ ସଂସାରେ ଆଉ କିଛି ନାହିଁ ।

📝ମଦକୁ 🥃 ଆମ ସମାଜ ଏମିତିରେ ବଦନାମ କରିଦେଇଛି…
ନହେଲେ ମୋବାଇଲ📱ବି କୌଣସି ନିଶା ଠାରୁ କମ୍ ନୁହେଁ।

📝ଯେପରି ବୁନ୍ଦା ବୁନ୍ଦା ପାଣି ପାତ୍ରକୁ ଭରିଦିଏ, ସେହିଭଳି ସଫଳତା କେବଳ ପ୍ରତିଦିନ ଅଳ୍ପ ଅଳ୍ପ ପଢ଼ିବା ଦ୍ୱାରା ପ୍ରାପ୍ତ ହୁଏ ।

📝 କାହାର ” SORRY ” ଆଉ
” THANKS ” କୁ
ବୁଝିବାକୁ ଚେଷ୍ଟା କରନ୍ତୁ
ତେବେ ଯାଇ ମଣିଷ ଚିହ୍ନିବାରେ ଭୁଲ ହେବନାହିଁ ।

               ✳ଶୁଭ ସକାଳ✳
   🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹
    ଦିନଟି  ଆପଣଙ୍କର ମଙ୍ଗଳମୟ ହେଉ

Leave a Comment