ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।
Rasifala Today / Ajira Rasifala / ଆଜିର ରାଶିଫଳ, ମାର୍ଚ୍ଚ ମାସ ୧୭ ତାରିଖ ୨୦୨୩ ମସିହା(ଶୁକ୍ରବାର)……
ମହାବୀର ପଞ୍ଜିକା👈🌼🌹
✧═════•❁❀❁•═════✧
ଅଦ୍ୟ ମାର୍ଚ୍ଚ ମାସ ୧୭ ତାରିଖ ୨୦୨୩ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ଚୈତ୍ରମାସ-କୃଷ୍ଣପକ୍ଷ
ତିଥି- ଦଶମୀ ଦିବା ଘ୦୨/୦୧ଗତେ ଏକାଦଶୀ
ନକ୍ଷତ୍ର-ଉତ୍ତରାଷାଢା ରାତ୍ରି ଘ୦୪/୨୦ ଗତେ ଶ୍ରାବଣ।
ଚନ୍ଦ୍ର- ଧନୁ ଦିବା ଘ୧୦/୪୬ଗତେ ମକର
ଯୋଗ- ବାରୀୟ।ନ
କରଣ – ବିଷ୍ଟି
ସୌରମାସ- ମୀନ ୦୩ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୮/୫୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୧୯
✧═════•❁❀ ଯୋଗିନୀ ଉତ୍ତରେ ଦିବା ଘ୦୨/୦୧ଗତେ ଅଗ୍ନିକୋଣେ ସିଂହ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏକାଦଶୀ ର ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══ କାଳବେଳା ଓ ବାରବେଳା – ଦିବା ଘ୦୮/୫୩ଗତେ ଘ୧୧/୫୩ ମଧ୍ୟେ ══•❁❀❁•═ ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୩୩ ମଧ୍ୟେ ଓ ଘ୦୮/୨୦ ଗତେ ଘ୦୮/୫୨ ମଧ୍ୟେ ଓ ଘ୦୧/୦୮ ଗତେ ଘ୦୨/୪୬ ମଧ୍ୟେ ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୧୦/୪୩ ଗତେ ଘ୧୧/୪୩ ମଧ୍ୟେ ═✧══•❁❀❁•═════✧
ଅଦ୍ୟ କଳମଶାଗ ଦିବା ଘ୦୨/୦୧ ଗତେ ଶିମ୍ବ ଭକ୍ଷଣ ନିଷେଧ
═✧══•❁❀❁•═════✧
✧═════•❁❀❁•═════✧
🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹👉ମେଷ
ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।
✧═════•❁❀❁•═════✧
🌹👉ବୃଷ
ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
✧═════•❁❀❁•═════✧
🌹👉ମିଥୁନ
ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।
✧═════•❁❀❁•═════✧
🌹👉କର୍କଟ
ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।
✧═════•❁❀❁•═════✧
🌹👉ସିଂହ
ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।
✧═════•❁❀❁•═════✧
🌹👉କନ୍ୟା
ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।
✧═════•❁❀❁•═════✧
🌹👉ତୁଳା
ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।
✧═════•❁❀❁•═════✧
🌹👉ବିଛା
ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।
✧═════•❁❀❁•═════✧
🌹👉ଧନୁ
ଆଜି ଅତୀତ ସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।
✧═════•❁❀❁•═════✧
🌹👉ମକର
ଆଜି ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
✧═════•❁❀❁•═════✧
🌹👉କୁମ୍ଭ
ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।
✧═════•❁❀❁•═════✧
🌹👉ମୀନ
ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ
✧═════•❁❀❁•═════✧
Rasifala Today / Ajira Rasifala / ଆଜିର ରାଶିଫଳ ମାର୍ଚ୍ଚ ମାସ ୧୭ ତାରିଖ ୨୦୨୩ ମସିହା(ଶୁକ୍ରବାର)…...
ପର୍ଶୁରାମ ପଞ୍ଜିକା🪓🚩
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ଅଦ୍ୟ ମାର୍ଚ୍ଚ ମାସ ୧୬ ତାରିଖ ଶୁକ୍ରବାର
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ଚୈତ୍ରମାସ-କୃଷ୍ଣପକ୍ଷ
ତିଥି- ଦଶମୀ ଦି ୨/୦ ଗତେ ଏକାଦଶୀ
ନକ୍ଷତ୍ର- ଉତ୍ତରାଷାଢା ରା୪/୧୯ଗତେ ଶ୍ରବଣା
ଚନ୍ଦ୍ର- ଧନୁ ଦି୧୦/୪୫ ଗତେ ମକର
ଯୋଗ- ବରୀୟାନ
କରଣ – ବିଷ୍ଟି
ସୌର ଚଳନେ ମୀନ ୦୩ଦିନ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୫୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୧୮
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ଯୋଗିନୀ ଉତ୍ତରେ ଦି ୨/୦ ଗତେ ଅଗ୍ନୟେ
ସିଂହ ରାଶିର ଘାତଚନ୍ଦ୍ର
ବିଛା , ଧନୁ ଓ ମୀନ ରାଶିର ଘାତବାର
ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଏକାଦଶର ପାର୍ବଣ ଶ୍ରାଦ୍ଧ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
କାଳବେଳା ଓ ବାରବେଳା – ଦିବା ଘ୮/୫୪ଗତେ ଘ୧୧/୫୨ମଧ୍ୟେ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ଅମୃତ ବେଳା- ଘ୭/୩୧ ମଧ୍ୟେ ,ଦିବା ୮/୨୧ ଗତେ ଘ୧୦/୪୩ ମଧ୍ୟେ ,ଦିବା ଘ୧/୭ ଗତେ ଘ୨/୪୩ ମଧ୍ୟେ , ଦିବା ଘ୪/୨୧ ଗତେ ଘ୫/୫୨ ମଧ୍ୟେ ,ରା୭/୩୦ ଗତେ ୯/୪ମଧ୍ୟେ , ରା୩/୨୯ ଗତେ ୪/୧୭ମଧ୍ୟେ
ମାହେନ୍ଦ୍ର ବେଳା- ରା୧୦/୪୧ ଗତେ ଘ୧୧/୨୮ ମଧ୍ୟେ , ରା୪/୧୬ ଗତେ ୫/୫୨ମଧ୍ୟେ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ଅଦ୍ଯ କଳମଶାଗ ଦି୨/୧ ଗତେ ଶିମ୍ବ ଭକ୍ଷଣ ନିଷେଧ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
ଦିବା ୪/୧୯ ମଧ୍ୟେ ୧ ପାଦଦୋଷ
ପ୍ରଥମ ରଜୋଦର୍ଶନେ ଦି ୨/୦ ଗତେ ତିଥି ଦୋଷ
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
Rasifala Today / Ajira Rasifala / ଆଜିର ରାଶିଫଳ ମାର୍ଚ୍ଚ ମାସ ୧୭ ତାରିଖ ୨୦୨୩ ମସିହା(ଶୁକ୍ରବାର)…..
【ଆଜି ର ରାଶି ଫଳ】
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🐏ମେଷ👉 ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାଜନକ ଫଳ ପାଇବେ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🐮ବୃଷ👉 ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ସାହିତ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଅନୁକୂଳ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
👩❤️👨ମିଥୁନ👉 ନୂଆ କାମରେ ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ସନ୍ଧ୍ୟାରେ ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🦀କର୍କଟ👉 ବନ୍ଧୁ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🦁ସିଂହ👉 ଅନ୍ୟ ରାଜ୍ୟରେ ବେପାର କରିବାକୁ ଚାହୁଁଥିବା ବ୍ୟକ୍ତି କିଛି ଦିନ ଅପେକ୍ଷା କରିଯାଆନ୍ତୁ। ସ୍ବାସ୍ଥ୍ୟରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🙎♀️କନ୍ୟା👉 ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତି ବ୍ୟସ୍ତ ରହିବେ। ସଠିକ୍ ତର୍କ ବଳରେ କାହାରିକୁ ବି ସହମତ କରାଇନେବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
⚖️ତୁଳା👉 ଅଫିସ କାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିବ। ଦୀର୍ଘ ଦିନରୁ ଲାଗି ରହିଥିବା ମକଦ୍ଦମାରେ ବିଜୟ ଲାଭ କରିବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🦂ବିଛା👉 ଧର୍ମକାର୍ଯ୍ୟରେ ଅଧିକ ସମୟ ବିତିବ। ଇସ୍ପାତ ବ୍ୟବସାୟୀଙ୍କୁ ଲାଭ କମ୍ ମିଳିପାରେ। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🏹ଧନୁ👉 ଆପଣଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ବ୍ୟବସାୟ କାମରେ ଅନ୍ୟ ସ୍ଥାନକୁ ଯିବେ। ନିଜ ସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🐊ମକର👉 ଇଂଜିନିୟର ନିଜର ଅଭିଜ୍ଞତାକୁ ଠିକ୍ ଦିଶାରେ ପ୍ରୟୋଗ କରିବେ। ଉପାର୍ଜନ ଲାଗି ନୂଆ ଯୋଜନା ତିଆରି କରିବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🏺କୁମ୍ଭ👉 ଦାମ୍ପତ୍ୟ ସମ୍ବନ୍ଧକୁ ଉତ୍ତମ କରିବା ଲାଗି ଚେଷ୍ଟା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ହେବାର ଯୋଗ ରହିଛି। ଖେଳାଳିମାନଙ୍କ ଲାଗି ଦିନଟି ଭଲ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🐟ମୀନ👉 ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ, ଲାଭ ହେବ। ବିନା କାରଣରେ କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
rasifala .