ODIA KABITA 2 II ଅଲୋଡା ପଶ୍ଚିମ ଅଖୋଜା ପୂର୍ବ II WRITTEN BY MAHENDRA NANDA .

ODIA KABITA 2 II ଅଲୋଡା ପଶ୍ଚିମ ଅଖୋଜା ପୂର୍ବ II WRITTEN BY MAHENDRA NANDA ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ODIA KABITA 2 II ଅଲୋଡା ପଶ୍ଚିମ ଅଖୋଜା ପୂର୍ବ II WRITTEN BY MAHENDRA NANDA II _ଅଲୋଡା ପଶ୍ଚିମ … Read more

କହିଲେ କାଟୁଛି ସହିଲେ ବାଧୁଛି II ODIA KABITA 1 II WRITTEN BY MAHENDRA NANDA ,2023

କହିଲେ କାଟୁଛି ସହିଲେ ବାଧୁଛି II ODIA KABITA 1 II WRITTEN BY MAHENDRA NANDA ,2023 _କହିଲେ କାଟୁଛିସହିଲେ ବାଧୁଛି___ ଜନମ ଆଗରୁ ବିବେକ ମରୁଛିମା’ ପେଟୁ ଆଡା ପଡ଼ିମଣିଷ ପଣିଆ ମାତାଲେ ଗଡୁଛିମଣିଷ ପକେଟ ମାରି ।। ଭଗାରୀ ହବାର ଆଗୁଆ ଚୁକ୍ତିରେଜନମ ହୋଉଛି ଭାଇରକତ ଦୋଉଛି ରକତକୁ ଫାଙ୍କିମାଉସୀକୁ ମାଆ କହି ।। ଆବେ ଆଉ ପର୍ଶୁ ଜାବେ ଆଉ ପର୍ଶୁପର୍ଶୁଆରେ ନାହିଁ କେହିବାବୁ ପର୍ଶୁରାମ ସବୁ ଆପେ ଆପେଜନମରୁ ଜଟ … Read more