ରାଜ୍ୟ ଖବର

Today odia news / Ajira khabar / Top 20 Headlines……..ତାରିଖ: ୧୪ – ମାର୍ଚ୍ଚ – ୨୦୨୩ (ମଙ୍ଗଳବାର)

Today odia news / Ajira khabar / Top 20 Headlines……..

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।ଚାଲନ୍ତୁ ରାଶିଫଳ ବିଷୟରେ ପଢ଼ିବା ।

Today odia news / Ajira khabar / Top 20 Headlines……..

ସଂକ୍ଷେପରେ ଓଡ଼ିଶା ର ଖବର 📰
🗓️ ତାରିଖ: ୧୪ – ମାର୍ଚ୍ଚ – ୨୦୨୩ (ମଙ୍ଗଳବାର)
╚═════════ ∘◦ ❈ ◦∘ ═════════╝

📄➡️: *ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତି ନେଇ ଚିନ୍ତାରେ ସରକାର ୧୭ ହଜାରରୁ ଅଧିକ ପିଲା ପ୍ରଥମ ଦିନ ଅନୁପସ୍ଥିତ l

📄➡️: ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷା:୧୭,୭୦୩ ପରୀକ୍ଷାର୍ଥୀ ରହିଲେ ଅନୁପସ୍ଥିତ l

📄➡️: ପାହାଳରେ ପ୍ରାଚୀନ ପ୍ରସ୍ତର ଯୁଗର ସନ୍ଧାନ, ମିଳିଲା କାରୁକାର୍ୟ୍ୟପୂର୍ଣ୍ଣ ପଥର ଓ ଖପରା l

📄➡️: ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ଗଣିବେ ୧୦ ହଜାର ଟଙ୍କା ତଣ୍ଡ, ବିଏମସିର କଡା ନିୟମ l

📄➡️: RRRର ‘ନାଟୁ ନାଟୁ’କୁ ସର୍ବୋଚ୍ଚ ସିନେ ପୁରସ୍କାର, ଓସ୍କାର ସମାରୋହରୁ ଭାରତକୁ ଐତିହାସିକ ଡବଲ୍ ଆୱାର୍ଡ l

📄➡️: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜାଲିଦେଲେ ୫ ବଖରା ଗାଈ ଗୁହାଳ,ଏକ ଗ୍ରୋଷରୀ ଦୋକାନ ! ଜଳିଗଲେ ୫ ଗାଈ l

📄➡️: ଭୂମିକମ୍ପ ପୂର୍ବରୁ ମୋବାଇଲକୁ ଆସିବ ସତର୍କ ସୂଚନା: ଆଇଆଇଟି ରୁଡକି ବିକଶିତ କଲା ଆର୍ଥ କ୍ବିକ୍ ଆର୍ଲି ଓ୍ବାର୍ଣ୍ଣି ସିଷ୍ଟମ l

📄➡️: ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ: ଆଜି ଗୃହରେ ଦୁଇ ବିଭାଗର ଖର୍ଚ୍ଚ ଦାବି ଆଲୋଚନା l

📄➡️: ରାଜ୍ୟରେ ଋଣ ଭାର ତୁଳନାରେ ୫.୮ ଗୁଣ ବଢ଼ିଛି ମୁଣ୍ଡ ପିଛା ଆୟ l

📄➡️: ୧୫ ତାରିଖରୁ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ; ପ୍ରଭାବରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା l

📄➡️: ଲଙ୍କା ଗୁଣ୍ଡ ପିଙ୍ଗି ରାଜରାସ୍ତାରେ କରୁଥିଲେ ଲୁଟ୍; ହାଇୱେ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ୍ l

📄➡️: ସମ୍ବଲପୁର ଓକିଲ ସଂଘର ୫୪ ଆଇନଜୀବୀଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ, ଦେବେ ଅଣ୍ଡରଟେକିଂ l

📄➡️: ତାଣ୍ଡବ ରଚି ଚାଲିଛି ବାତ୍ୟା ଫ୍ରେଡୀ, ମଲାୱି, ମୋଜାମ୍ବିକରେ ଗଲାଣି ୬୦ ଜୀବନ l

📄➡️: ଜଙ୍ଗଲ ନିଆଁ : କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର l

📄➡️: ଛାତ୍ରକୁ ମରଣମୁହଁକୁ ଠେଲିଦେଲେ ଶିକ୍ଷକ! ଗରମ ଡାଲି ପଡି ଚାଲିଗଲା ଜୀବନ l

📄➡️: ପୂର୍ବତନ ମାଓ ନେତା ତପନ ସାହା ଆନ୍ଧ୍ର ପ୍ରଦେଶରୁ ଗିରଫ l

📄➡️: ବାରାକରେ ଝୁଲନ୍ତା ମୃତଦେହ, କନଷ୍ଟେବଲ ଶ୍ରୀନିବାସ ଙ୍କ ମୃତଦେହ ଠାବ

📄➡️: ରାଜ୍ୟରେ ୩୮ ଡିଗ୍ରୀ ଟପିଲା ୫ ସହରର ତାପମାତ୍ରା l

📄➡️: ‘5T ଟା କ’ଣ ବୁଝା ପଡୁନି, ଏହା କ’ଣ ଏକ ବିଭାଗ କି?’: ବିଧାନସଭା ଶୂନ୍ୟକାଳରେ ପ୍ରଶ୍ନ କଲେ ଜୟନାରାୟଣ l

📄➡️: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ୍‌ରେ ଭାରତ, କ୍ରମାଗତ ଦ୍ୱିତୀୟ ଥର ପାଇଁ ପହଞ୍ଚିଲା l

📄➡️: ପ୍ରଚଣ୍ଡ ଶବ୍ଦରେ ଥରିଲା ଭ୍ରଦକ, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ l

📄➡️: ଡ୍ର’ ହେଲା ଭାରତ-ଅଷ୍ଟ୍ରେଲିଆ ଶେଷ ଟେଷ୍ଟ: ୨-୧ରେ ସିରିଜ ହାତେଇଲା ଭାରତ l

📄➡️: ଇତିହାସ ରଚିଲା ଟିମ୍‌ ଇଣ୍ଡିଆ ୨ୟ ଥର ପାଇଁ WTC ଫାଇନାଲ l

  • ପୁଣିହାତୀରମୃତଦେହ_ଠାବ
    -ଭଞ୍ଜନଗର: ଜଙ୍ଗଲରେ ଛୁଆ ହାତୀର ମୃତଦେହ ଠାବ
    -ଉତ୍ତର ଘୁମୁସର ମୁଜାଗଡ଼ ଗମ୍ଭାରୀଗୋଚ୍ଛା ଗାଁ ନିକଟରୁ ଉଦ୍ଧାର
    -୨୨ ଟିକିଆ ହାତୀପଲ ସହ ବୁଲୁଥିଲା, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଭଦ୍ରକ: ଲାଞ୍ଚ ନେଇ ଧରାପଡ଼ିଲେ ଚଣ୍ଡୀଗାଁ ସେବା ସମବାୟ ସମିତି ସଂପାଦକ ତପନ ନାୟକ , ୯ ହଜାର ଟଙ୍କା ନେବା ବେଳେ ଭଜିଲାନ୍ସ ହାତରେ ଧରାପଡ଼ିଲେ ;ଧାନ ବିକ୍ରି ପାଇଁ ଜଣେ ଚାଷୀଙ୍କଠାରୁ କ୍ୱିଣ୍ଟାଲକୁ ୪୦ ଟଙ୍କା ଲାଞ୍ଚ ନେଉଥିଲେ!.
  • ଥଣ୍ଡାକାଶଥିଲେକୋଭିଡ୍ଟେଷ୍ଟ_କର
  • H3N2 ଭାଇରସ୍‌କୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ଥଣ୍ଡା, କାଶ ଥିଲେ କୋଭିଡ୍ ଟେଷ୍ଟ କରିବାକୁ ପରାମର୍ଶ ଦେଲେ । ‘ଜ୍ବର, କାଶ କିଛି ଦିନ ରହିବ, ଆପେ ଭଲ ହୋଇପାରେ’
  • ୯ଜଣପରୀକ୍ଷାର୍ଥୀଙ୍କୁମହୁମାଛିଆକ୍ରମଣ
  • -କେନ୍ଦୁଝର ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟର ଘଟଣା
  • -୯ ପରୀକ୍ଷାର୍ଥୀଙ୍କ ସମେତ ଜଣେ ଶିକ୍ଷକ ଆକ୍ରମଣର ଶିକାର
  • -୩ ପରୀକ୍ଷାର୍ଥୀ ଡାକ୍ତରଖାନାରେ ଚିକିତ୍ସା ପରେ ଦେଲେ ପରୀକ୍ଷା
  • ୧-ସ୍କୁଲ ୟୁନିଫର୍ମ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀ ବାବଦରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଅର୍ଥ ହେଲା ବୃଦ୍ଧି l ଏଣିକି ସ୍କୁଲ ୟୁନିଫର୍ମ ଲାଗି ଛାତ୍ରଛାତ୍ରୀଙ୍କୁ ମିଳିବ ହଜାରେ ଟଙ୍କା l
  • ➡️୨-୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଆସନ୍ତାକାଲି ଠାରୁ କରିବେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଏହି ଆନ୍ଦୋଳନରେ ମହାସଂଘର ୫ ଲକ୍ଷ ଡ୍ରାଇଭର ହେବେ ସାମିଲ l
  • ➡️୩-ରାଜ୍ୟରେ ପୁଣି ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତାକାଲି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ହେବ ଘଡ଼ଘଡ଼ି ସହ ବର୍ଷା l ବର୍ଷା ଯୋଗୁ ଦିନରେ ତାପମାତ୍ରା ହ୍ରାସ ପାଇ ୨ରୁ ୩ ଡିଗ୍ରୀ କମିବ ।
  • ➡️୪-ବିଧାନସଭାରେ ‘ଫାଇଭ-ଟି’କୁ ନେଇ ମୁହାଁମୁହିଁ ହେଲେ ଶାସକ ଦଳ ଓ ବିରୋଧୀ । ପ୍ରଶ୍ନ ଥିଲା – ‘୫-ଟି’ ଏକ ବିଭାଗ କି ? ଯଦି ଏହା ବିଭାଗ ତେବେ ଏହାର ଅଫିସ କେଉଁଠି ଅଛି?
  • ଅନ୍ୟ କର୍ମଚାରୀମାନେ କିଏ ? ଅନ୍ୟ ବିଭାଗକୁ ସଂକୁଚିତ କରିବା ପାଇଁ ଏପରି କରାଯାଇଛି କି ?
  • ➡️୫-ସାରା ଓଡ଼ିଶାରେ ଜଳୁଛି ଜଙ୍ଗଲ, ମୟୁରଭଞ୍ଜରୁ ମାଲକାନଗିରି, ଖୋର୍ଦ୍ଧାରୁ ବଲାଙ୍ଗୀର ଚାରିଆଡେ ମାଡିଚାଲିଛି ନିଆଁ l ଏହି ନିଆଁରେ ହେକ୍ଟର ହେକ୍ଟର ଜଂଗଲ ଜଳି ପୋଡି ପାଉଁଶ ହୋଇଯାଉଥିବାବେଳେ, କେତେ ଜୀବଜନ୍ତୁଙ୍କ ଜୀବନ ଯାଉଛି ତାର ହିସାବ କାହା ପାଖରେ ନାହିଁ ।
  • ➡️୬-ଆଜିଠାରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ହେବ ଆରମ୍ଭ l ଏଥର ଚୈତ୍ର ମାସରେ ପଡ଼ୁଥିବା ୪ଟି ମଙ୍ଗଳବାରରେ ମା’ଙ୍କ ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ।
  • ➡️୭-ଏଣିକି ଦେଶର ବଡ଼ବଡ଼ ଘରୋଇ ହସ୍ପିଟାଲ ଖୋଲି ପାରିବେ ସେମାନଙ୍କର ନିଜସ୍ୱ ମେଡିକାଲ କଲେଜ। ଏଥିପାଇଁ କେନ୍ଦ୍ର ସରକାର ଦେଶର ବଡ଼ବଡ଼ ହସ୍ପିଟାଲକୁ ସହାୟତା କରିବେ ଓ ନିୟମରେ କିଛି କୋହଳ କରିବେ।
  • ➡️୮-ସମ୍ବଲପୁର ଓକିଲ ସଂଘର ୫୪ ଆଇନଜୀବୀଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ, ଦେବେ ଅଣ୍ଡରଟେକିଂ l
  • ➡️୯-ଏଣିକି ଭୂମିକମ୍ପ ପୂର୍ବରୁ ମୋବାଇଲକୁ ଆସିବ ସତର୍କ ସୂଚନା, ଆଇଆଇଟି ରୁଡକି ବିକଶିତ କଲା ଆର୍ଥ କ୍ବିକ୍ ଆର୍ଲି ଓ୍ବାର୍ଣ୍ଣି ସିଷ୍ଟମ l
  • ➡️୧୦-ଭାରତୀୟ ଫିଲ୍ମ ଇତିହାସରେ ଯୋଡ଼ି ହେଲା ଏକ ନୂଆ ଅଧ୍ୟାୟ । ୯୫ ତମ ଓସ୍କାର ଆଓ୍ବାର୍ଡରେ ଭାରତ ହାତେଇଲା ୨ଟି ପୁରସ୍କାର l ଆରଆରଆର ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ବେଷ୍ଟ ଅରଜିନାଲ ସଙ୍ଗ୍ ବର୍ଗରେ ଓସ୍କାର ମିଳିଥିବା ବେଳେ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ‘ଦ ଏଲିଂଫାଟ ହ୍ୱିସପରର୍ସ’କୁ ମିିଳିଛି ଓସ୍କାର ।
  • ➡️୧୧-ସମଲିଙ୍ଗୀ ବିବାହ ମାମଲାରେ ଅନ୍ତିମ ଯୁକ୍ତି ପାଇଁ ୫ଜଣିଆ ଖଣ୍ଡପୀଠ ଏପ୍ରିଲ ୧୮ରେ ହେବ ପରବର୍ତ୍ତୀ ଶୁଣାଣି l
  • ➡️୧୨-ମନୀଷ ସିସୋଦିଆଙ୍କ ଗିରଫ ପରେ ଥମୁନି ବିବାଦ। ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ସମ୍ପୃକ୍ତି ଅଭିଯୋଗ କରି ଇସ୍ତଫା ଦାବି କଲା ବିଜେପି।
  • ➡️୧୩-ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ପୁଣି ବଢ଼ିଲା। ମାର୍ଚ୍ଚ ୨୯ ମଧ୍ୟରେ ଇମ୍ରାନଙ୍କୁ ଗିରଫ କରିବାକୁ କୋର୍ଟ ଦେଲେ ନିର୍ଦ୍ଦେଶ।
  • ➡️୧୪-ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଶସ୍ତା ଦରରେ ତେଲ ବିକିବ ଋଷ ।
  • ➡️୧୫-ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ, ସ୍କୁଲ ଛାଡୁଛନ୍ତି ହଜାର ହଜାର ଛାତ୍ରଛାତ୍ରୀ l
  • ➡️୧୬୬-୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା ।
  • ➡️୧୭-ନେପାଳ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମ ଚନ୍ଦ୍ର ପୌଡେଲ l ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ନେପାଳର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ହରି କୃଷ୍ଣ କାରକୀ l
  • ➡️୧୮-ଚତୁର୍ଥ ଟେଷ୍ଟ ଡ୍ର, ୨-୧ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ, ଏବେ WTC ଫାଇନାଲ୍‌ରେ କଙ୍ଗାରୁ ସହ ମୁକାବିଲା l
  • ➡️୧୯-ଅଷ୍ଟ୍ରେଲିଆ ବିରୋଧରେ ଟିମ୍ ଇଣ୍ଡିଆର ବିଶ୍ବ ରେକର୍ଡ । ଲଗାତାର ଚତୁର୍ଥ ସିରିଜ୍ ଜିତିଲା ଭାରତୀୟ ଦଳ । ଗତ ୩୦ ବର୍ଷରେ କଙ୍ଗାରୁଙ୍କ ବିରୋଧରେ ଲଗାତାର ୪ଟି ସିରିଜରେ ବିଜୟଲାଭ କରି ଖାସ୍ ରେକର୍ଡ କଲା ମ୍ୟାନ-ଇନ-ବ୍ଲୁ ।
  • ➡️୨୦-ପ୍ରୋ-ଲିଗ୍ ହକି: ବିଶ୍ଵବିଜୟୀ ଜର୍ମାନୀକୁ ୬-୩ ଗୋଲରେ ପରାସ୍ତ କରି ଦମ ଦେଖାଇଲା ଭାରତ l ଆଜି ଅଷ୍ଟ୍ରେଲିଆ ଆଉ ଜର୍ମାନୀ ମଧ୍ୟରେ ବିର୍ଷାମୁଣ୍ଡା ହକି ଷ୍ଟାଡିଅମରେ ସନ୍ଧ୍ୟା ୭ଟା ରେ ହେବ କଡା ଟକ୍କର l
  • ➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
  • 🔅ଆଜିଠାରୁ ତାରାତାରିଣୀ ଯାତ୍ରା ଆରମ୍ଭ ll
  • 🔅ଆଜି ଆନ୍ତର୍ଜାତୀୟ ଗଣିତ ଦିବସ ll
  • 🔅ଆଜି ଚଇତି ମଙ୍ଗଳବାର ଓଷା ll
  • 🔅ଆଜି ଆଇନ ସହାୟତା ଦିବସ ll
  • 🔅ଆଜି ପ୍ରତିଭା ଦିବସ ll
  • 🔅ଆଜି ବିଜ୍ଞାନ ଶିକ୍ଷା ଦିବସ ll
  • 🔅ଆଜି ଜାତୀୟ ଆଳୁ ଚିପ୍ ଦିବସ ll
  • 🔅ଆଜି ଜାତୀୟ ଶିଶୁ ହସ୍ତଶିଳ୍ପ ଦିବସ ll
  • 🔅ଆଜି ଅଭିନେତା ଆମୀର ଖାନ ଜନ୍ମଦିନ ll
  • 🔅ଆଜି ୨୬ତମ ଅନ୍ତର୍ଜାତୀୟ ନଦୀ ସୁରକ୍ଷା ଦିବସ ll

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll

india times.

GOURANGA

I AM GOURANGA . IT IS THE OFFICIAL NEWS SITE OF ODIA FAST NEWS .BASICALLY I PUBLISH SOME GOOD NEWS AND NATIONAL AND INTERNATIONAL NEWS THAT HELP EVERYONE TO KNOW ABOUT THE CONDITION AND NEWS.

Recent Posts

Sakalara Khabar // Today Odia News // ସକାଳର ଖବର // Dt-08.01.2024…..

Sakalara Khabar // Today Odia News // ସକାଳର ଖବର // Dt-08.01.2024..... Sakalara Khabar // Today…

11 months ago

AJIRA BREAKING NEWS // LATEST NEWS ODIA // Dt-06.01.2024

AJIRA BREAKING NEWS // LATEST NEWS ODIA // Dt-06.01.2024 AJIRA BREAKING NEWS // LATEST NEWS…

12 months ago

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024

AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024 AJIRA MUKHYA KHABAR…

12 months ago

Sakalara Khabar // Ajira Khabar // ସକାଳର ଖବର // Dt-05.12.2023…

Sakalara Khabar // Ajira Khabar // ସକାଳର ଖବର // Dt-05.12.2023... Sakalara Khabar // Ajira Khabar…

1 year ago

Odisha Breaking News // Latest News Odia // ଖବର ଆଜିର // Dt-28.11.2023

Odisha Breaking News // Latest News Odia // ଖବର ଆଜିର // Dt-28.11.2023 Odisha Breaking News…

1 year ago

Today Odia News // Ajira Khabar // ଖବର ଆଜିର // Dt-23.11.2023

Today Odia News // Ajira Khabar // ଖବର ଆଜିର // Dt-23.11.2023 Today Odia News //…

1 year ago