ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।ଯଦି ଆପଣଙ୍କ ଦିନଟି କିପରି କଟିବ ଜାଣିବା ପାଇଁ ଚାହାନ୍ତି ତେବେ ଆମର Odia Fast News କୁ Fb ରେ Follow ଏବଂ Subscribe କରି ରଖନ୍ତୁ।
ଖବର ଆଜିର
ତାରିଖ ୧୫/୦୩/୨୩, ବୁଧବାର
୧-ଆଜିଠୁ ଡ୍ରାଇଭର ସଂଘର ଧର୍ମଘଟ: ଘରୋଇ ବସ୍ ସ୍ୱାଭାବିକ ଭାବେ ଚାଲିବ ବୋଲି ସ୍ପଷ୍ଟ କଲା ମାଲିକ ସଂଘ।
୨-ଡ୍ରପ ଆଉଟ ପିଲା ଦେବେ ସପ୍ଲିମେଣ୍ଟାରୀ: ମାଟ୍ରିକ ପରୀକ୍ଷା ଦେଲେନି ୧୩, ୦୫୮ ଛାତ୍ରଛାତ୍ରୀ।
୩-ସମବାୟ ବିଭାଗରେ ନିଯୁକ୍ତ ପାଇଲେ ୧୮୪ ଅଧିକାରୀ।୫ଟି ଅନୁକରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।
୪-ରାଜ୍ୟରେ ଏବେ ସୁଦ୍ଧା ୮,୯୮,୭୧୭ ଜଣ ଅଛନ୍ତି ବେରୋଜଗାର :କର୍ମ ନିୟୋଜନ କାର୍ଯ୍ୟଳୟ ।
୫-କୋଇଡା: ଡେଙ୍ଗୁଳା ସ୍ଥିତ ସେବାଶ୍ରମରେ ଗରମ ଡ଼ାଲି ପଡ଼ି ଛାତ୍ର ମୃତ୍ଯୁ ଘଟଣା-ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ,୩ ରୋଷେଇୟା ବହିସ୍କୃତ।
୬-ଅଗ୍ନିକାଣ୍ଡ ପରେ ଫିଟିଲା ଗୁମର : ମହାପ୍ରଭୁଙ୍କ ଜମିରେ ହୋଇଥିଲା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ।
୭-ପଶ୍ଚିମା ଝଡ଼: ୧୬ରୁ ୧୮ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ।
୮-ରାଜ୍ୟରେ H3N2 ଭାଇରସ ଭୟ: ମନଇଚ୍ଛା ଆଣ୍ଟି ବୟୋଟିକ୍ ନ ଖାଇବାକୁ ସତର୍କ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
୯-ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ: ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର।
୧୦-ଭୁବନେଶ୍ବର: ସରକାରୀ ଯୋଜନାର ପ୍ରଚାର ପାଇଁ ବିଜ୍ଞାପନରେ ୧୪୦କୋଟି ଟଙ୍କା ଖର୍ଚ୍ଚ ହୋଇଛି।
୧୧-ଭାରତ ଗସ୍ତରେ FIVBର ପ୍ରତିନିଧି ମଣ୍ଡଳୀ, ଭାରତୀୟ ଭଲିବଲ୍ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତଙ୍କୁ କଲେ ପ୍ରଶଂସା।
୧୨-ପୁଣି ନିଆଳିରେ ଅଜଣା ଜନ୍ତୁ ଆକ୍ରମଣ, ୯ ମେଣ୍ଢାଙ୍କ ମୃତ୍ୟୁ।
୧୩-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ହେଲିକପ୍ଟର ଭଡ଼ା ୧୭.୮୯ କୋଟି ଟଙ୍କା।
୧୪-ଅର୍ଚ୍ଚନା ନାଗ ମାମଲା : ତଦନ୍ତ ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ।
୧୫-ଅନୁଭବ-ବର୍ଷା ପାରିବାରିକ ମାମଲା, ବନ୍ଧୁତାପୂର୍ଣ୍ଣ ଭାବେ ଅଲଗା ହୋଇଯିବା ବୋଲି ଟ୍ଵିଟ୍ କରି ବର୍ଷାଙ୍କୁ ନିବେଦନ କଲେ ଅନୁଭବ।
୧୬-ଭଦ୍ରକ, ବାସୁଦେବପୁର: ମନ୍ଦାରୀ ଗ୍ରାମ ନିବାସୀ, ପୂର୍ବତନ ଶିକ୍ଷକ ସଂଘ ସଂପାଦକ ଓ ସମାଜସେବୀ ଶ୍ରୀଯୁକ୍ତ କମଳାକାନ୍ତ ସାହୁଙ୍କ (1948-2022) ପ୍ରଥମ ଶ୍ରାଦ୍ଧବାର୍ଷିକୀ(12-3-23) ଉପଲକ୍ଷେ ସ୍ମୃତି ଅବୟବ ଉନ୍ମୋଚିତ।
୧୭-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହାଳ ଗାଁ:ଚାଷ ପ୍ରେମରେ ଚାକିରିଆ ଦମ୍ପତି,ଗରିବଙ୍କ ମୁହଁରେ ଆହାର ଦେବାପାଇଁ ଖୋଲିଛନ୍ତି ଫାର୍ମ ହାଉସ ।
୧୮-ଅନୁଗୋଳ ଜିଲ୍ଲା ପଞ୍ଚପଡ଼ା ବାରୁଆଁ ଉଚ୍ଚ ବିଦ୍ୟାଳୟ:ବିକ୍ଷୋଭ କରୁଛନ୍ତି ପାଚିକା ମହାସଂଘ, ଅନ୍ୟୋପାୟ ନ ପାଇ ମଧ୍ୟାହ୍ନ ଭୋଜନ ରାନ୍ଧିଲେ ସ୍କୁଲ ପ୍ରଧାନ ଶିକ୍ଷକ।
୧୯-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବିଏନ୍ ହାଇସ୍କୁଲ ନିକଟ:ବାଇକ ଧକ୍କାରେ ଗୁରୁତର ମାଟ୍ରିକ ପରୀକ୍ଷାର୍ଥୀ; ଦେଇପାରିଲେନି ପରୀକ୍ଷା,ହସ୍ପିଟାଲ ବେଡରେ ମାଟ୍ରିକ ପରୀକ୍ଷାର୍ଥୀ।
୨୦-ବିପଦଜନକ ରିଲ୍ସ ନକରିବାକୁ ସତର୍କ କଲା ଓଡିଶା ପୋଲିସ: ଶସ୍ତା ଲୋକପ୍ରିୟତା ପାଇଁ ଷ୍ଟଣ୍ଟ ନକରିବାକୁ ଦେଲା ପରାମର୍ଶ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏
. 🙏 ଆଜି ମୀନ ସଂକ୍ରାନ୍ତି 🙏
ଖବର ଆଜିର
ତାରିଖ ୧୫/୦୩/୨୦୨୩ ବୁଧବାର ।
ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ: ଲାହୋରରେ ପହଁଚିଲା ଇସଲାମାବାଦ ପୁଲିସ ।
ମାର୍ଚ୍ଚ ୧୫ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୋୟର ପିଏମ୍ଜିରେ ଗର୍ଜିବେ ଦେଢ଼ ଲକ୍ଷ ଶିକ୍ଷକ, କରିବେ ତିନି ଦଫା ଦାବି ।
ଭୋପାଳ ଗ୍ୟାସ ଲିକ୍ ଦୁର୍ଘଟଣା ମାମଲା: କେନ୍ଦ୍ରକୁ ‘ସୁପ୍ରିମ୍’ ଝଟକା, ପୀଡ଼ିତଙ୍କୁ ଅତିରିକ୍ତ ସହାୟତା ଆବେଦନ ଖାରଜ ।
ଆଦାନୀ ପ୍ରସଙ୍ଗରେ ପୁଣି ସରକାରଙ୍କୁ ଘେରିଲେ ବିରୋଧୀ: ଜେପିସି ତଦନ୍ତ ଦାବିରେ ଜିଦରେ ଅଟଳ ବିରୋଧୀ ।
ପୁଣି ଛଟେଇ କରିବ ମେଟା, ଏଥର ୧୦ ହଜାର କର୍ମଚାରୀ ହେବେ ବିଦା ।
ଉଚ୍ଚ ଶିକ୍ଷିତ ବ୍ୟକ୍ତି ହିଁ ଦେଶର ପ୍ରଧାନମନ୍ତ୍ରୀ ହେବା ଦରକାର: ଅରବିନ୍ଦ କେଜରିୱାଲ ।
ବେଙ୍ଗାଲୁରୁରରେ ଏୟାରହଷ୍ଟେସଙ୍କ ରହସ୍ୟଜନକ ମୃତ୍ୟୁ: ପୁରୁଷ ବନ୍ଧୁ ଆଦିଶଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ ।
ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଅସୁସ୍ଥ । ସେ ଏବେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲରେ ପହଞ୍ଚି ବିଧାୟିକାଙ୍କୁ ଭେଟିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।
ରାଜ୍ୟରେ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାରେ ୧,୪୯୩ ଜଣ ସାମ୍ବାଦିକଙ୍କୁ ମିଳିଛି ୮ କୋଟି ଟଙ୍କାର ସହାୟତା।
ପଶ୍ଚିମା ଝଡ଼: ୧୬ରୁ ୧୮ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ।
ବିପଦଜନକ ରିଲ୍ସ ନକରିବାକୁ ସତର୍କ କଲା ଓଡିଶା ପୋଲିସ: ଶସ୍ତା ଲୋକପ୍ରିୟତା ପାଇଁ ଷ୍ଟଣ୍ଟ ନକରିବାକୁ ଦେଲା ପରାମର୍ଶ ।
https://www.high-endrolex.com/13ରାଜ୍ୟ ଶିକ୍ଷା ମନ୍ତ୍ରୀ: ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀ ଦେଇପାରିବେ ସପ୍ଲିମେଣ୍ଟାରି ପରୀକ୍ଷା।
ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ପଞ୍ଜାବର ୯ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।
ସ୍ମାର୍ଟଫୋନ୍ ପାଇଁ ନୂଆ ସୁରକ୍ଷା ଯାଞ୍ଚର ଯୋଜନା କରୁଛନ୍ତି ସରକାର, ପ୍ରି-ଇନଷ୍ଟଲ୍ ଆପ୍ ଉପରେ ଲାଗିବ ଲଗାମ ।
ଗତ ୫ ବର୍ଷରେ ବିଜ୍ଞାପନ ବାବଦକୁ ୧୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର; ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ ।
H3N2 ଭାଇରସକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ସତର୍କତା ଅବଲମ୍ବନ କରନ୍ତୁ : ନିରଞ୍ଜନ ମିଶ୍ର ।
ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ’: ଇନ୍ଫ୍ଲୁଏଞ୍ଜା ଏଚ୍୩ଏନ୍୨ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ଦିଲ୍ଲୀ ହିଂସା ମାମଲାରେ ୯ ଅଭିଯୁକ୍ତଙ୍କ ଦୋଷ ପ୍ରମାଣିତ, କୋର୍ଟ କହିଲେ ଏକ ସଂପ୍ରଦାୟକୁ କ୍ଷତି ପହଞ୍ଚାଇବା ଥିଲା ଉଦ୍ଦେଶ୍ୟ ।
ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ଲାଲୁ, ରାବଡି ।
ରାଜଧାନୀରେ ଗାଡି ଚଳାଚଳକୁ ବିରୋଧ କଲେ କାର୍ଯ୍ୟାନୁଷ୍ଠାନ, ୧୧୨କୁ କଲ୍ କରି ସହଯୋଗ ନେଇପାରିବେ: ପୋଲିସ୍ କମିଶନର ।
AUKUS: ଅଷ୍ଟ୍ରେଲିଆକୁ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ା ଜାହାଜ ଯୋଗାଇବେ ଆମେରିକା-ବ୍ରିଟେନ, ଯୋଜନା ଉପରୁ ଉଠାଇଲେ ପରଦା ।
ଜିଓ ପକ୍ଷରୁ ନୂଆ ପୋଷ୍ଟ୍ପେଡ୍ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍’ର ଶୁଭାରମ୍ଭ ।
Top 20 Odia News / Ajira Khabar / Today odia news
Sakalara Khabar // Today Odia News // ସକାଳର ଖବର // Dt-08.01.2024..... Sakalara Khabar // Today…
AJIRA BREAKING NEWS // LATEST NEWS ODIA // Dt-06.01.2024 AJIRA BREAKING NEWS // LATEST NEWS…
AJIRA MUKHYA KHABAR // ମୁଖ୍ୟ ଖବର // TODAY ODIA NEWS // Dt-03.01.2024 AJIRA MUKHYA KHABAR…
Sakalara Khabar // Ajira Khabar // ସକାଳର ଖବର // Dt-05.12.2023... Sakalara Khabar // Ajira Khabar…
Odisha Breaking News // Latest News Odia // ଖବର ଆଜିର // Dt-28.11.2023 Odisha Breaking News…
Today Odia News // Ajira Khabar // ଖବର ଆଜିର // Dt-23.11.2023 Today Odia News //…